ମୁମ୍ବାଇ: ସଲମାନ ଖାଁଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ । ନିକଟରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ତିଙ୍ଗମାଂସୁ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ । ଚୁଲବୁଲ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର ଆଣିବାରେ ତିଙ୍ଗମାଂସୁ ଉପଯୁକ୍ତ ବ୍ୟକ୍ତି ବୋଲି ସଲମାନ କହିିଛନ୍ତି । ସବୁ କିଛି ଚୂଡାନ୍ତ ହୋଇଥିଲେ ମଧ୍ୟ ମେକର୍ସଙ୍କ ପକ୍ଷରୁ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ, ଗ୍ୟାଙ୍ଗସ ଅଫ ୱେସପୁର, ପାନସିଂ ଟୋମାର, ବୁଲେଟ ରାଜା ପରି ଫିଲ୍ମ କରି ଧୂଲିଆ ଚର୍ଚ୍ଚାକୁ ଆସିଥିଲେ । ସଲମାନ ଏବେ କଭି ଇଦ କଭି ଦିୱାଲୀ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ଟାଇଗର ସିରିଜର ପରବର୍ତୀ ସଂସ୍କରଣ କରିବେ । ଏହି ଦୁଇ ଫିଲ୍ମର ଶୁଟିଂ ଶେଷ ହେଲେ ଦବଙ୍ଗ ୪ରେ କାର୍ଯ୍ୟ ଆରମ୍ଭ କରିବେ ।
BREAKING NEWS
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା

Comments are closed.