ମୁମ୍ବାଇ: ହତ୍ୟା ଧମକ ପରେ ସଲମାନଙ୍କ ଭୟ ବଢ଼ିବାରେ ଲାଗିଛି । ଅସ୍ତ୍ର ରଖିବା ଲାଇସେନ୍ସ ଆବେଦନ କରିବା ପରେ ଏବେ ତାଙ୍କ କାରକୁ ଅପଗ୍ରେଡ କରିଛନ୍ତି । ଏହା ବ୍ୟତୀତ ନିଜର ବ୍ୟକ୍ତିଗତ ସୁରକ୍ଷା ଆହୁରି ବୃଦ୍ଧି କରିଛନ୍ତି । ସେ ଏବେ ଲ୍ୟାଣ୍ଡ କ୍ରୁଜର (ବୁଲେଟ ପ୍ରୁଫ) ଗାଡିରେ ଯିବା ଆସିବା କରିବେ । ଗତ ମାସରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ । ତାଙ୍କ ପିତା ସଲୀମ ଖାଁଙ୍କୁ ୫ ଜୁନରେ ଧମକପୂର୍ଣ୍ଣ ପତ୍ର ମିଳିଥିଲା । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ବିଶ୍ନୋଇ ଗ୍ରୁପ ପ୍ରତି କଳାକାରଙ୍କ ଭୟ ସୃଷ୍ଟି ହୋଇଛି । ୧୯୯୮ କୃଷ୍ଣସାର ମୃଗ ଶୀକାର ଘଟଣା ପରଠାରୁ ବିଶ୍ନୋଇ ଗ୍ରୁପ ତାଙ୍କ ଉପରେ କ୍ରୋଧୀତ ଅଛି । ସେମାନଙ୍କ ସଭ୍ୟାତରେ କୃଷ୍ଣସାର ମୃଗଙ୍କୁ ପୂଜା କରାଯାଇଥାଏ । ସଲମାନଙ୍କୁ ମାରିବା ପାଇଁ ସ ୨୦୧୮ରେ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।
BREAKING NEWS
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ
- ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ
- ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍
- କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ

Comments are closed.