ପାଟନା: ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଆଜି ଜେଡିୟୁରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାରଙ୍କ ପାର୍ଟି ଆରସିପିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ୨୦୧୩ରୁ ୨୨ ମଧ୍ୟରେ ତୁମେ କିପରି ଏତେ ସମ୍ପତି କଲ ବୋଲି ପାର୍ଟି ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ବିଗିଡି ଯାଇଥିଲେ । ଜେଡିୟୁ ଏକ ବୁଡି ଯାଉଥିବା ଜାହଜ ଏବଂ ନୀତିଶ କୁମାର ୭ ଜନ୍ମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେଇପାରିବେ ନାହିଁ । ଦଳର କେତେକ ନେତା ମୋ ଛବି ଖରାପ କରିବା ପାଇଁ ଉଦ୍ୟମ କରିଛନ୍ତି । ମୋର ଗୋଟିଏ ଝିଅ ଆଇପିଏସ ଏବଂ ଅନ୍ୟ ଜଣେ ଅଧିବକ୍ତା । ସେମାନେ ନିୟମିତ ଭାବେ ଆୟକର ଦେଉଛନ୍ତି । ମୋ ବାପା ବି ଜଣେ ସରକାରୀ କର୍ମଚାରୀ ଥିଲେ । ସେ ତାଙ୍କର ସମସ୍ତ ସମ୍ପତି ଆମ ନାମରେ କରି ଦେଇଥିଲେ । ସେହିପରି ଜାଗା ବାଡି ଆମେ ଆସ୍ତେ ଆସ୍ତେ କରି କିଣିଥିଲୁ । କେତେକ କ୍ଷେତ୍ରରେ ଜମି ବଦଳରେ ଜମି ମିଳିଥିଲା । ମୋ ବ୍ୟାଙ୍କ ଆକାଂଉଟରେ ୧ ଟଙ୍କା ବି କୌଣସି ଲେଣ ଦେଣ ହୋଇନି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ ବୋଲି ସେ କହିଛନ୍ତି ।
BREAKING NEWS
- ମୃତ୍ୟୁର ଫାଶ ପାଲଟିଛି ସୁନ୍ଦରଗଡ଼ର ରାସ୍ତାଘାଟ: ୬ ମାସରେ ସଡ଼କ ଦୁର୍ଘଟଣାରେ ଗଲାଣି ୨୬୪ ଜୀବନ
- ବାଲିଅନ୍ତା ମାମଲା: ୧୧ ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଦାଖଲ
- ଝାଡ଼ଖଣ୍ଡ ଛାତ୍ର ନେତାଙ୍କ ସହ କଥାହେଲେ ସୋନମ ୱାଙ୍ଗଚୁକ୍, କହିଲେ ଅନଶନ…
- ଗାଈକୁ ମାରି ଖାଇଲା କଲରାପତରିଆ ବାଘ;ଗ୍ରାମବାସୀଙ୍କୁ ଜଙ୍ଗଲକୁ ପ୍ରବେଶ ଉପରେ କଟକଣା
- ୩ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି
- Delimitation Bill: ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍! ବସିବ ସ୍ୱତନ୍ତ୍ର ସଂସଦ ଅଧିବେଶନ, ରାହୁଲ-ରିଜିଜୁଙ୍କ ଦୀର୍ଘ ଆଲୋଚନା
- SpaceX rocket: ଚନ୍ଦ୍ରରେ ଧକ୍କା ହେଲା ସ୍ପେସଏକ୍ସ ରକେଟ୍ର ୪ ହଜାର କେଜି ଅଂଶ, ଜାଣନ୍ତୁ ପୃଥିବୀ ପାଇଁ କେତେ ବିପଦ?
- ଫେକ୍ ଆୟକର ନୋଟିସକୁ ନେଇ ସତର୍କ କରାଇଲା ଓଡ଼ିଶା ପୋଲିସ
- ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ଉଚ୍ଚସ୍ତରୀୟ ଟିମର ତନାଘନା
- ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ, ଇସ୍ତଫା ଦେଲେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ
Comments are closed.