ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଯାଂଚ ନସରିବା ପର୍ଯ୍ୟନ୍ତ ନୂପୁରଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି । ମହମ୍ମଦଙ୍କ ଉପରେ ଟିପ୍ପଣୀ ଦେଇଥିବାରୁ ତାଙ୍କ ନାମରେ ଭିନ୍ନ ଭିନ୍ନ ରାଜ୍ୟରେ ୯ଟି ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟ ସବୁ ମାମଲା ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିବା ବେଳେ ଦିଲ୍ଲୀ ପୁଲିସ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ତଦନ୍ତ ନସରିବା ପର୍ଯ୍ୟନ୍ତ ଗିରଫ ନକରିବା ପାଇଁ ନିର୍ଦେଶ ଦେଇଛନ୍ତି । ବିବାଦିତ ବୟାନ ଦେଇଥିବାରୁ ତାଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି ।
BREAKING NEWS
- Naxalites Surrender: ୪୯ଲକ୍ଷର ପୁରସ୍କାର ରାଶି ଥିବା ୮ ନକ୍ସଲଙ୍କ ଆତ୍ମସମର୍ପଣ
- କମନୱେଲଥ୍ ଗେମ୍ସ: ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ, ୯ଟି ମେଡାଲ ପକ୍କା
- ଟିସିଏସ୍ ଚାକିରିକୁ ମାରିଲେ ଲାତ, ଆରମ୍ଭ କଲେ ଚାଉଳ ବ୍ୟବସାୟ: ଆଜି ବାର୍ଷିକ ୨୫ ଲକ୍ଷ ରୋଜଗାର କରୁଛନ୍ତି ଏହି ଯୁବକ
- ରଥଯାତ୍ରା ୨୦୨୬ର ସଫଳ ସମାପନ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
- ଖୋର୍ଦ୍ଧାରେ ଜାତୀୟ ଫୋରେନ୍ସି ସାଇନ୍ସେସ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଖୋଲିବା ନେଇ ମଞ୍ଜୁରୀ…
- ଦୁଲୀପ ଟ୍ରଫି ପାଇଁ ପୂର୍ବାଂଚଳ ଦଳ ଘୋଷିତ: ବୈଭବଙ୍କୁ ଗୁରୁ ଦାୟିତ୍ୱ, ଓଡିଶାରୁ କେବଳ ଶୁଭ୍ରାଂଶୂୁ
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି ୩ ପ୍ରଜାତିର ୨୭ ବାଘ
- ଅଗଷ୍ଟ ୧ରେ ଶୁକ୍ରଙ୍କ ବଡ଼ ଗୋଚର: ଖୋଲିବ ଏହି ୫ଟି ରାଶିର ଭାଗ୍ୟ, ଧନ-ସମ୍ପତ୍ତିରେ ହେବ ବୃଦ୍ଧି
- ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; କଟକର ଏସବୁ ଅଞ୍ଚଳ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ
- ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି
Comments are closed.