ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣି ହିଂସା । ଛାତ୍ରବୃତ୍ତି ବିଳମ୍ଭ ନେଇ ଧାରଣା ଦେଇଥିବା ବେଳେ ଏପରି ମାଡପିଟ ହୋଇଥିବା ଦେଖିବାକୁ ମିଳିଛି । ଏବିଭିପି ସମର୍ଥିତ ଛାତ୍ରମାନେ ଫେଲୋସିପ୍ ମୁକ୍ତ ନକରିବାରୁ ଜେଏନୟୁରେ ଅର୍ଥ ଅଧିକାରୀଙ୍କୁ ପ୍ରଶ୍ନ ପଚାରିବା ସହ ଘେରିଥିଲେ। ଫେଲୋସିପ୍ ପ୍ରସଙ୍ଗରେ ବିବାଦ ବେଳେ ଏବିଭିପି ସମର୍ଥକ ଥିବା ଜେଏନୟୁ ଛାତ୍ରମାନେ ମଧ୍ୟ ଦୁଇ ଘଣ୍ଟା ଧରି ଫାଇନାନ୍ସ ଅଫିସରଙ୍କୁ ବନ୍ଧକ ରଖିଥିଲେ। ପରେ ସୁରକ୍ଷାକର୍ମୀ ଏବଂ ଛାତ୍ରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । କିଛି ଛାତ୍ର ଆହତ ହୋଇଥିବା ଜଣାପଡିଛି ।
BREAKING NEWS
- ଧନୀ ହେଉଛନ୍ତି ଆହୁରି ଧନୀ: ଆମେରିକା ଓ ଋଷିଆ ସମେତ ଭାରତର ସମ୍ପତ୍ତିକୁ ନେଇ ବଡ଼ ଖୁଲାସା
- ବିଶ୍ୱ କ୍ରିକେଟରେ ଗିଲ୍ଙ୍କ ନୂଆ କୀର୍ତ୍ତିମାନ: ଦିନିକିଆ ଇତିହାସରେ ସବୁଠୁ କମ୍ ଇନିଂସରେ ୩୫୦୦ ରନ୍ ପୂରଣ କଲେ ‘ପ୍ରିନ୍ସ’
- ପାର୍ବଣ ପୂର୍ବରୁ ଲୋକଙ୍କ ଉପରେ ବୋଝ: ଅକ୍ଟୋବର ପହିଲାରୁ ଲାଗୁ ହେବ କ୍ଷୀରର ନୂଆ ଦର
- ବିମାନ ଦୁର୍ଘଟଣାକୁ ରୋକିଲେ ଭାରତୀୟ ପାଇଲଟ୍: ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର
- Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ

Comments are closed.