ଭୁବନେଶ୍ୱର: ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମୃତ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ କରୁଛି ।
BREAKING NEWS
- ମଣିଷମାନେ ମଧ୍ୟ ପ୍ରାଣୀଙ୍କ ଭାଷା ବୁଝିପାରନ୍ତି କି? ଜାଣନ୍ତୁ କହୁଛି ବିଜ୍ଞାନ
- କୌଣସି ଯୁଦ୍ଧକୁ କେତେବେଳେ ବିଶ୍ୱଯୁଦ୍ଧ ଭାବେ ବିବେଚନା କରାଯାଏ?
- ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀଙ୍କ ଘରେ ଇଡି ରେଡ୍, ରାଜନୈତିକ କ୍ଷମତାକୁ ଅପବ୍ୟବହାର..
- କିଏ ତିଆରି କରିଥିଲେ ଭାରତର ମାନଚିତ୍ର? କିପରି ନିର୍ଣ୍ଣୟ ହୋଇଥିଲା ସୀମା..
- ପାକିସ୍ତାନ ପ୍ରେମରେ ଆମେରିକା, ଭାରତକୁ କରୁଛି…
- ମହଙ୍ଗା ସାବ୍ୟସ୍ତ ହୋଇପାରେ ଏଆଇ ପରାମର୍ଶରେ ଔଷଧ ସେବନ
- ୧ କେଜି ଲୁଣ ପ୍ୟାକେଟରେ କେତେ ଦାନା ରହିଛି, ମିଳିଲା ଉତ୍ତର…
- “କର୍ପୋରେଟ୍ ଜିହାଦ” ପାଇଁ କମ୍ପାନୀକୁ କେଉଁଠାରୁ ମିଳେ ପାଣ୍ଠି ?
- ଜର୍ମାନୀ ମଡେଲଙ୍କ ଫଟୋକୁ ଲାଇକ କଲେ କୋହଲି
- ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟଣା; ମାଲିକ ଅନୀଲ ଅଗ୍ରୱାଲଙ୍କ ନାଁରେ ମାମଲା ରୁଜୁ
Comments are closed.