ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ ଏହି କାଳୀପୂଜା । ପୂଜା ମଣ୍ଡପ ଗୁଡିକ ସୁନ୍ଦର ଅଲୋକମାଳା ରେ ସଜ୍ଜିତ କରାଯାଇଛି। ସେପଟେ ସମ୍ଭାବ୍ୟ ଭିଡ଼ କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
BREAKING NEWS
- ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଗୋଟିଏ ପରିବାରର ୬ ମୃତ
- ପ୍ରବଳ ବର୍ଷାରେ ଭିଜୁଛି ଭୁବନେଶ୍ୱର, ୯୭.୨ ମିମି. ରେକର୍ଡ
- କେବେ ଆସିବ ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ…
- ଭାରତକୁ ଚେତାବନୀ ଦେଲେ ଶେଖ ହସିନାଙ୍କ ପୁଅ, ବାଂଲାଦେଶରୁ ଆସିବେ ଆତଙ୍କବାଦୀ
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
- ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ ଆଲୋଚନା
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
- ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
Comments are closed.