ଯାଜପୁର : ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି ଯାଜପୁରର ତ୍ରିଲୋଚନଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଡିକାଲ, ଜିଲ୍ଲାପାଳ ଅଫିସ ସମେତ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ସରକାର ନିୟମିତ କରିବାକୁ ଦାବୀ ଉପସ୍ଥାପନ କରିଥିଲେ । ତେଣୁ ଖୁବ ଶିଘ୍ର ସେମାନଙ୍କୁ ନିୟମିତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
BREAKING NEWS
- Nathan Thomas: ମାତ୍ର ୧୮ ବର୍ଷ ବୟସରେ ପ୍ରଫେସର, ଭାଙ୍ଗିଲେ ୩୦୬ ବର୍ଷର ବିଶ୍ୱ ରେକର୍ଡ!
- ଖଣ୍ଡ ଖଣ୍ଡ ପାକିସ୍ତାନ, ଅଗଷ୍ଟ ୧୧ରେ ସ୍ୱାଧୀନତା ଦିବସ ପାଳିବ ବେଲୁଚିସ୍ତାନ
- ହଠାତ୍ ବନ୍ଦ ହୋଇଗଲା କି ଆପଣଙ୍କ WhatsApp? ଆପଣ ବି କରୁନାହାନ୍ତି ତ ଏହି ଭୁଲ?
- Starship Floating: ଭାରତ ମହାସାଗରରେ ଭାସୁଥିବା ଷ୍ଟାରସିପ୍! ସାଟେଲାଇଟ୍ରେ କଏଦ ହେଲା ସ୍ପେସ୍ ଏକ୍ସର ଐତିହାସିକ ଉଦ୍ଧାର ଅଭିଯାନ
- ବନ୍ଧୁକ ମୁନରେ ଲୁଟିନେଲେ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା
- କନ୍ୟା ସନ୍ତାନ ଜନ୍ମ ହାର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ୫ଟି ପଛୁଆ ଜିଲ୍ଲାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ
- ୧.୨ କୋଟିର କଫ ସିରଫ ଜବତ, ୨ ଗିରଫ
- ‘୧୦୦% ଖାଣ୍ଟି’ ଦାବି କରି ଫସିଲା ଡାବର: ମହୁ, ଘିଅ ସମେତ ଅନେକ ଉତ୍ପାଦ ଉପରେ FSSAIର କଟକଣା
- ‘ପୀଡ଼ିତା’ ନୁହେଁ ‘ସର୍ଭାଇଭର’: ଯୌନ ଅପରାଧ ମାମଲାରେ ଲିଙ୍ଗଗତ ସମ୍ବେଦନଶୀଳ ଶବ୍ଦ ବ୍ୟବହାର ପାଇଁ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା
- ଚାନ୍ଦିପୁରା ଭାଇରସ୍ରେ ୨୨ ପିଲାଙ୍କ ମୃତ୍ୟୁ
Comments are closed.