ପୁରୀ : ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ଐତିହ୍ୟ ମୂର୍ତ୍ତି ଚୋରି । ଗଡ଼ମୃଗସିରା ପଞ୍ଚାୟତ ଅଳପୁର ଗାଁର ନାରାୟଣ ଦେବ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଲଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବା ଦେଵୀଙ୍କ ଅଳଙ୍କାର କିରଟି, ହାର ପ୍ରମୁଖ ଚୋରି ଯାଇଥିବା ମନ୍ଦିର ପୂଜକ ଆର୍ତ୍ତତ୍ରାଣ ପଣ୍ଡା ସୂଚନା ଦେଇଛନ୍ତି । ଏନେଇ ଗ୍ରାମବାସୀ ମାନେ ଚନ୍ଦନପୁର ଥାନାରେ ଏତଲା ଦେଇଛନ୍ତି । ଚୋରି ହୋଇଥିବା ଦେବା ଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର ସହ ଚୋରକୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ଶ୍ରଦ୍ଧାଳୁ ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.