ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି ଶୀତଦିନେ ଅଁଳା,ମେଥି,ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପାଇଁ ଉପକାରୀ ।
ଦେଶୀ ଘିଅକୁ ଗରମ ଡାଲି ନଚେତ୍ ପରଟାରେ ଲଗାଇ ଖାଇଲେ ଶରୀରକୁ ଶକ୍ତି ମିଳେ। ତା’ ସହ ଦେଶୀ ଘିଅ ଖାଇଲେ ଶୀତରେ ହେଉଥିବା ଶୁଷ୍କ ତ୍ବଚାର ସମସ୍ୟା ଦୂରେଇ ଯାଏ।
ଏ ଋତୁରେ ପ୍ରତିଦିନ ଗୋଟିଏ ଅଁଳା ଖାଇଲେ ବି ଶରୀରକୁ ପୋଷଣ ମିଳୁଥିବା ବିଶେଷଜ୍ଞ କହିଛନ୍ତି ।
ମେଥି, ପାଳଙ୍ଗ ଶାଗ ତରକାରି କିମ୍ବା ପରଟା ପ୍ରସ୍ତୁତ କରି ନିୟମିତ ଭାବେ ଶୀତରେ ଖାଆନ୍ତୁ।
ଭିଟାମିନ୍ ସି ଓ କେ ଯୁକ୍ତ ଖାଦ୍ୟ ଶୀତରେ ଖାଇଲେ ହାଡ଼ଗୋଡ଼ ମଜବୁତ୍ ହୁଏ।
BREAKING NEWS
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
- Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
- Matric Exam: ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
- ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
Comments are closed.