Latest Odisha News

BREAKING NEWS

Browsing Tag

Winter Session

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ୧୬ ନୂଆ ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ଦଳ ମୂଲ୍ୟବୃଦ୍ଧି, ବେକାରୀ, ଚୀନ ସୀମା ସଙ୍କଟ, କଲେଜିୟମ ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ । ଗତକାଲି ସଂସଦ ଭବନ ପରିସସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ…

ବିଧାନସଭାରେ ୧୬, ୮୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟିର ଅତିରିକ୍ତ…

ବିଧାନସଭା ଆସିବେନି ନବୀନ ଓ ୨ ପ୍ରଫୁଲ୍ଲ, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଭିସିରେ ରହିବେ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ । ଆଗକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ନବୀନଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ…

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ…

୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଚାଲି ପାରିଲାନି ବିଧାନସଭାର ଶୀତକାଳୀନ ଅଧିବେଶନ । ହୋହଲ୍ଲା ଓ ନାରାବାଜି ଯୋଗୁଁ ଅଚଳ ହୋଇଛି ଅଧିବେଶନ । ଫଳରେ ୨୦ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି…

ବିଧାନସଭାରେ ମମିତା ତାତି: ଗେଟ୍ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଗୃହ ହୁଲସ୍ତୁଲ ହେବ ପ୍ରଥମ ଦିନରୁ ଏହାର ଝଲକ ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ ଉଠିଲାଣି ମମିତା ମେହେର ହତ୍ୟା ମାମଲା । ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ଧାରଣା ଦେଇଛି ।…

କୋଭିଡ଼ କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭା । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି…

ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥିମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି  । ଏନେଇ ଆଜି…

କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଧିବେଶନ । ପ୍ରଥମେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥି ସହ ଦିବଗଂତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃକୁ…