Latest Odisha News

BREAKING NEWS

ମହାନଦୀ ବନ୍ୟାଜଳ ପ୍ରସଙ୍ଗ: ଅଗଷ୍ଟ ୬ରେ ଓଡିଶା-ଛତିଶଗଡ ଆଲୋଚନା

ସମ୍ବଲପୁର: ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ବନ୍ୟାଜଳକୁ ନେଇ ଅଗଷ୍ଟ ୬ ତାରିଖରେ ରାୟପୁର ଠାରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ ।

ଏନେଇ ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟର ସୁନିଲ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏହି ଆଲୋଚନା ସମୟରେ ଜଳ ସମ୍ପଦ ବିଭାଗର ଅଧିକାରୀ ତଥା ବରିଷ୍ଠ ଅଧିକାରୀ ଏବଂ ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟରଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ ।

Leave A Reply

Your email address will not be published.