Latest Odisha News

BREAKING NEWS

ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ ପାଇଁ ଐତିହାସିକ ଦିବସ’ର ଆଖ୍ୟା ଦେବା ସହ ଟ୍ୱିଟ୍ କରିଛନ୍ତି ।

ଏହି ୨୦୦ ଯୁନିଟ୍ ଯାଏଁ ସବସିଡି ଏବେ ଦିଲ୍ଲୀ ସରକାର ବହନ କରିବେ ।

Leave A Reply

Your email address will not be published.