ମୁମ୍ବାଇ: ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏବେ ସବୁଠି ତାଙ୍କର ଢେର ପ୍ରଶଂସା । ଏହି ସଫଳତା କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ପଜେଟିଭ୍ କମେଣ୍ଟ ପାଉଛନ୍ତି ଆଲିଆ । ନିକଟରେ ପ୍ରକାଶ ପାଇଛି ଭେରାଇଟି ୨୦୨୩ର ପ୍ରଭାବଶାଳୀ ମହିଳା ତାଲିକା । ବିଶ୍ୱର ବିଭିନ୍ନ ସ୍ଥାନର ପ୍ରଭାବଶାଳୀ ମହିଳାଙ୍କୁ ନେଇ ଓ ଏହାର ବିଭିନ୍ନ ଦିଗକୁ ତର୍ଜମା କରି ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ସେ ଦୃଷ୍ଟିରେ ଏହି ତାଲିକାରେ ସ୍ଥାନିତ ହେବା ଏକ ଗର୍ବର ବିଷୟ ବୋଲି ବିବେଚନା କରାଯାଏ । ସୁଖର କଥା ହେଲା, ୨୦୨୩ ପାଇଁ ପ୍ରକାଶିତ ଏହି ତାଲିକାରେ ଅନ୍ୟ ବିଭିନ୍ନ ବର୍ଗର ମହିଳାଙ୍କୁ ପଛରେ ପକାଇ ଆଲିଆ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏହି ଲିଷ୍ଟରେ ଆଲିଆଙ୍କ ସହ ବିଶ୍ୱର ବିଭିନ୍ନ ପ୍ରଭାବଶାଳୀ ମହିଳାଙ୍କୁ ତର୍ଜମା କରାଯାଇଥିଲା ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.