ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅଗ – ମୂଳ
ଅନ୍ଧାର – ଆଲୁଅ
ଅସୀମ – ସମୀମ
ଅପଚୟ – ଉପଚୟ
ଅନୁକୂଳ – ପ୍ରତିକୂଳ
ଅମୃତ – ବିଷ
ଅଳ୍ପ – ଅଧିକ
ଅର୍ଥ – ଅନର୍ଥ
ଅସଲ – ନକଲ
ଆକାଶ – ପାତାଳ
ଆଗମନ – ପ୍ରତ୍ୟାଗମନ
ଆରମ୍ଭ – ଶେଷ
ଆସ୍ଥା – ଅନାସ୍ଥା
ଆବାହନ – ବିସର୍ଜନ
ଆବିଳ – ଅନାବିଳ
ଆମଦାନି – ରପ୍ତାନି
ଆମିଷ – ନିରାମିଷ
ଆୟ – ବ୍ୟୟ
ଆଶୀର୍ବାଦ – ଅଭିଶାପ
ଆସ୍ତିକ – ନାସ୍ତିକ
ଇହ – ପର
ଉତ୍କର୍ଷ – ଅପକର୍ଷ
ଉଠାଣି – ଗଡ଼ାଣି
ଉଦୟ – ଅସ୍ତ
ଉଦାର – ଅନୁଦାର
ଉନ୍ନତି – ଅବନତି
ଉପକାର – ଅପକାର
ଉଭା – ପୋତା
ଏକ – ଅନେକ
ଓଦା – ଶୁଖିଲା
କଞ୍ଚା – ପାଚିଲା
କିଣା – ବିକା
କୋମଳ – କଠୋର
କୃତଜ୍ଞ – କୃତଘ୍ନ
ଖାଣ୍ଟି – ଭେଜାଲ
ଖାଲ – ଢିପ
ଛୋଟ – ବଡ଼
ଜଣା – ଅଜଣା
ଜମା – ଖର୍ଚ୍ଚ
ଜୟ – ପରାଜୟ
ଜଳ – ସ୍ଥଳ
ଜାତ – ମୃତ
ଜୁଆର – ଭଟ୍ଟା
BREAKING NEWS
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
- ଦିଲ୍ଲୀ ବିମାନବନ୍ଦରରେ ‘SKYCAST’ ହାଇ-ଟେକ୍ ସିଷ୍ଟମ୍ ସ୍ଥାପନ, ଏହି ସୁବିଧା ବିଶ୍ୱର କିଛି ବିମାନବନ୍ଦରରେ ଉପଲବ୍ଧ, କ’ଣ ଏହାର ବିଶେଷତ୍ତ୍ବ
Comments are closed.