ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍ପି ରାଘବ ଚଡ୍ଡା ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ । ଏଥିଲାଗି ପରିଣୀତି ଶନିବାର ଉଦୟପୁରରେ ପହଞ୍ଚିଛନ୍ତି । ସକାଳ ପ୍ରାୟ ସାଢେ ୯ଟାରେ ସେ ମହାରଣା ପ୍ରତାପ ବିମାନବନ୍ଦରରେ ପହଞ୍ôଚଥିଲେ । ପରେ ସେ କିଛି ଅଧିକାରୀଙ୍କ ସହ ଆଲୋଚନା କରି ଲୀଲା ହୋଟେଲରେ ରହିଛନ୍ତି । ପୂର୍ବରୁ ତାଙ୍କ ସମ୍ପର୍କୀୟ ଏବଂ ସାଙ୍ଗମାନେ ଉଦୟପୁରରେ ପହଞ୍ଚିସାରିଛନ୍ତି । ତାଙ୍କ ସମ୍ପର୍କୀୟମାନେ ଉଦୟବିଳାସ ହୋଟେଲରେ ରହିଛନ୍ତି । ତେଣୁ ଏଠାରେ ହିଁ ପରିଣୀତି ଓ ରାଘବଙ୍କ ବିବାହ ଧୁମ୍ଧାମ୍ରେ ହେବ ବୋଲି ଆଲୋଚନା ହେଉଛି ।
BREAKING NEWS
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…
- ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ; ଦିଲ୍ଲୀରେ ଝଟକା ଅନୁଭୂତ
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Comments are closed.