ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆକର୍ଷଣୀୟ ଶତକ ହାସଲ କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ମୁକାବିଲାରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଓଭରାଲ ୮ମ ଏବଂ ଚେନ୍ନାଇ ପକ୍ଷରୁ ପ୍ରଥମ ଅଧିନାୟକ ଭାବେ ରିତୁରାଜ ଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ୮୪ ରନ କରିଥିଲେ ।
ଆଇପିଏଲରେ ଶତକ ହାସଲ କରିଥିବା ଅଧିନାୟକ: କେଏଲ ରାହୁଲ ପଞ୍ଜାବ କିଙ୍ଗସ ପକ୍ଷରୁ ଗୋଟିଏ ଏବଂ ଲକ୍ଷ୍ନୌ ତରଫରୁ ୨ଟି ଶତକ ହାସଲ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଡେଭିଡ ୱାର୍ଣ୍ଣର, ଦିଲ୍ଲୀ ଡେୟାରଡେଭିଲ୍ସର ବୀରେନ୍ଦ୍ର ସେହ୍ୱାଗ, ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ, ଆରସିବି ତରଫରୁ ବିରାଟ କୋହଲି ୫ଟି ଶତକ, କିଙ୍ଗସ ଏକାଦଶ ପଞ୍ଜାବର ଆଡାମ ଗିଲକ୍ରିଷ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସର ସଚିନ ତେନ୍ଦୁଲକର ଏହି ସଫଳତା ହାସଲ କରିଛନ୍ତି । ରିତୁରାଜଙ୍କ ଚମତ୍କାର ବ୍ୟାଟିଂ ବଦଳରେ ଲକ୍ଷ୍ନୌ ୨୧୧ ରନର ଲକ୍ଷ୍ୟ ଚେନ୍ନାଇ ସମ୍ମୁଖରେ ରଖିଛି ।
BREAKING NEWS
- ପ୍ରତିଶୋଧ ନେଲା ଇସ୍ରାଏଲ୍: ହମାସ୍ ମୁଖ୍ୟ ୟାହ୍ୟା ସିନୱାର ନିହତ
- ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା: ସଲମାନଙ୍କୁ ଧମକ
- ଏଠାରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍, ଖର୍ଚ୍ଚ ହେବ ୨ ହଜାର ୬୪୨ କୋଟି
- ବ୍ରେନ ଡେଡ୍ ପୁଅର ଅଙ୍ଗଦାନ କଲେ ବାପା, ୩ ଜଣଙ୍କୁ ମିଳିଲା ନୂଆ ଜୀବନ
- ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଆଗୁଆ ହେବ ପଞ୍ଜୀକରଣ
- ଭୁବନେଶ୍ବରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ, ଜାଣନ୍ତୁ କେଉଁ ଦିନ…
- ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି: ଆଇଏମଡି
- ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼
- ରତନ ଟାଟାଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ନେଟିଜେନ୍ସ କହିଲେ କିଏ ହେବେ ହିରୋ…
- ୱାଇଭସ ଅଫ ବଲିଉଡ: ଉଜାଗର କରିବ ଷ୍ଟାର ପତ୍ନୀଙ୍କ ଗ୍ଲାମରସ ଦୁନିଆ
Comments are closed.