Latest Odisha News

ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଏଜି

ଭୁବନେଶ୍ଵର: ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ । ଏଜି ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ପୂର୍ବତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜାଙ୍କ ଇସ୍ତଫା ପରେ ନୂତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି ଜ୍ୟୋତିପ୍ରକାଶ ପଟ୍ଟନାୟକ ।

Comments are closed.