Latest Odisha News

BREAKING NEWS

ପ୍ରବାସୀ ଓଡିଆ ବ୍ରହ୍ମା ମହାନ୍ତି ହେଲେ ବ୍ରିିଟିଶ ସାଂସଦ ପ୍ରାର୍ଥୀ

ଲଣ୍ଡନ: ୟୁନାଇଟେଡ୍ କିଙ୍ଗଡମ୍(ୟୁକେ)ରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭାରତର ମୂଳ ବାସିନ୍ଦା ବ୍ରହ୍ମା ମିହିର ମହାନ୍ତି ।

ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଲେବର୍ ପାର୍ଟି ପକ୍ଷରୁ ଦକ୍ଷିଣ ପୂର୍ବ ଇଂଲଣ୍ଡର ଏକ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି ।

ଏହି ଖବର ପ୍ରଚାର ହେବାପରେ ନନ୍ ରେସିଡେନ୍ସ ଓଡିଆସ୍(ଏନଆରଓସ) ଏବଂ ଓଡିଶାର ଜନସାଧାରଣ ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାନ୍ତି ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ଶାଳକ ଅଟନ୍ତି ।

Leave A Reply

Your email address will not be published.