Latest Odisha News

ଗାଜାର ମସଜିଦ ଉପରେ ଏୟାର ଷ୍ଟ୍ରାଇକ; ୨୧ ମୃତ

ଗାଜା: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି। ଉଭୟ ପଟରୁ ଲଗାତାର ଆକ୍ରମଣ କରାଯାଉଛି। ଗାଜା ଅଞ୍ଚଳର ଏକ ମସଜିଦ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ରବିବାର ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ଉତ୍ତର ଗାଜା ଏବଂ ଦକ୍ଷିଣ ବେରୁତରେ ବୋମା ବିସ୍ଫୋରଣ ତୀବ୍ର ହୋଇଛି।

ଅଲ-ଆକସା ଶହୀଦ ହସ୍ପିଟାଲ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ‘ଦେର ଅଲ-ବାଲା’ ସହର ସ୍ଥିତ ଡାକ୍ତରଖାନା ନିକଟରେ ଥିବା ମସଜିଦରେ ଲୋକେ ଆଶ୍ରୟ ନେଇଥିବା ବେଳେ ଆକ୍ରମଣ କରାଯାଇଛି।

 

Leave A Reply

Your email address will not be published.