Latest Odisha News

ବାତ୍ୟା ‘ଦାନା’ ପାଇଁ ୨୦ ଟ୍ରେନ ବାତିଲ, ଜାଣନ୍ତୁ କେଉଁ କେଉଁ ଟ୍ରେନ

ଭୁବନେଶ୍ୱର: ବାତ୍ଯା ‘ଦାନା’ ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି।

18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪)

08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪)

11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (୨୪.୧୦.୨୦୨୪)

12830 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ (୨୪.୧୦.୨୦୨୪)

12815 ଭୁବନେଶ୍ୱର-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ (୨୪.୧୦.୨୦୨୪)

12822 ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ (୨୪.୧୦.୨୦୨୪) 12282 ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ (୨୪.୧୦.୨୦୨୪)

22805 ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ (୨୬.୧୦.୨୦୨୪)

08063 ଖଗଡପୁର-ଭଦ୍ରକ୍ ସ୍ପେସିଆଲ୍ (୨୫.୧୦.୨୦୨୪)

08031 ବାଲେଶ୍ୱର-ଭଦ୍ରକ୍ ସ୍ପେଶାଲ୍ (୨୫.୧୦.୨୦୨୪)

08403 ଖୋର୍ଦ୍ଧା ରୋଡ୍-ପୁରୀ ସ୍ପେସିଆଲ୍ (୨୫.୧୦.୨୦୨୪)

18414 ପାରାଦୀପ-ପୁରୀ ଏକ୍ସପ୍ରେସ (୨୪.୧୦.୨୦୨୪)

08408 ପାରାଦୀପ-କଟକ ସ୍ପେଶାଲ (୨୪.୧୦.୨୦୨୪)

08534 ପଲାସା-କଟକ ସ୍ପେଶାଲ (୨୫.୧୦.୨୦୨୪)

08422 ହୁନୁପୁର-କଟକ ସ୍ପେଶାଲ (୨୫.୧୦.୨୦୨୪)

22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ (୨୫.୧୦.୨୦୨୪)

12829 ଚେନ୍ନାଇ-ଭୁବନେଶ୍ୱର ଏକ୍ସପ୍ରେସ (୨୫.୧୦.୨୦୨୪)

12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ (୨୫.୧୦.୨୦୨୪)

08064 ଭଦ୍ରକ-ଖଡଗପୁର ସ୍ପେଶାଲ୍ (୨୫.୧୦.୨୦୨୪)

08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ୍ (୨୪.୧୦.୨୦୨୪)

Leave A Reply

Your email address will not be published.