ଭୁବନେଶ୍ୱର: ବାତ୍ଯା ‘ଦାନା’ ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି।
18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪)
08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪)
11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (୨୪.୧୦.୨୦୨୪)
12830 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ (୨୪.୧୦.୨୦୨୪)
12815 ଭୁବନେଶ୍ୱର-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ (୨୪.୧୦.୨୦୨୪)
12822 ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ (୨୪.୧୦.୨୦୨୪) 12282 ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ (୨୪.୧୦.୨୦୨୪)
22805 ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ (୨୬.୧୦.୨୦୨୪)
08063 ଖଗଡପୁର-ଭଦ୍ରକ୍ ସ୍ପେସିଆଲ୍ (୨୫.୧୦.୨୦୨୪)
08031 ବାଲେଶ୍ୱର-ଭଦ୍ରକ୍ ସ୍ପେଶାଲ୍ (୨୫.୧୦.୨୦୨୪)
08403 ଖୋର୍ଦ୍ଧା ରୋଡ୍-ପୁରୀ ସ୍ପେସିଆଲ୍ (୨୫.୧୦.୨୦୨୪)
18414 ପାରାଦୀପ-ପୁରୀ ଏକ୍ସପ୍ରେସ (୨୪.୧୦.୨୦୨୪)
08408 ପାରାଦୀପ-କଟକ ସ୍ପେଶାଲ (୨୪.୧୦.୨୦୨୪)
08534 ପଲାସା-କଟକ ସ୍ପେଶାଲ (୨୫.୧୦.୨୦୨୪)
08422 ହୁନୁପୁର-କଟକ ସ୍ପେଶାଲ (୨୫.୧୦.୨୦୨୪)
22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ (୨୫.୧୦.୨୦୨୪)
12829 ଚେନ୍ନାଇ-ଭୁବନେଶ୍ୱର ଏକ୍ସପ୍ରେସ (୨୫.୧୦.୨୦୨୪)
12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ (୨୫.୧୦.୨୦୨୪)
08064 ଭଦ୍ରକ-ଖଡଗପୁର ସ୍ପେଶାଲ୍ (୨୫.୧୦.୨୦୨୪)
08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ୍ (୨୪.୧୦.୨୦୨୪)
Comments are closed.