ଯାଜପୁର : ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର ଜରୁରୀକାଳୀନ ସହାୟତା ବାହନ ସହ ଯୋଗାଯୋଗ କରିଥିଲେ। ERSS ଟିମ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣା ଯାଇଛି।
BREAKING NEWS
- ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ବିନା ଭିସାରେ ୩୦ ଦିନ ବୁଲିପାରିବେ ଏହି ଦେଶ…
- ଗିରଫ ଡିଏଲଓ ଆକାଶ ବିସୋଇଙ୍କ ଘରେ ଚଢ଼ାଉ, ୭.୨୯ ଲକ୍ଷ ନଗଦ ଜବତ
- ଦୁଇ ଦିନ ଧରି ଚାଲିବ ରତ୍ନ ଭଣ୍ଡାର ଗଣତିମଣତି
- ନେପାଳରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁ ସଂଖ୍ୟା ୯୦୦କୁ ବୃଦ୍ଧି
- ୟୁରିଆ ସାର ଖାଇ ୧୫ ଛେଳି ମୃତ
- ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା: ସାଢ଼େ ୫ ଘଣ୍ଟା ପରେ ଧରାପଡିଲା ଅଭିଯୁକ୍ତ
- ଥିରୁବନନ୍ତପୁରମର ହସ୍ପିଟାଲରେ ଓଡ଼ିଶାର ଆଇପିଏସ୍ ଅଧିକାରୀ ଶଫିନ୍ ଅହମ୍ମଦ କେ ଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…
- ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର
- କମେଡିଆନ୍ ସମୟ ରୈନା ପୁଣି ବିବାଦରେ: ଷ୍ଟାଣ୍ଡଅପ୍ କମେଡିରେ ‘ବିହାରୀ’ ଜୋକ୍ସକୁ ନେଇ କ’ଣ କହିଲେ ମନୋଜ ବାଜପେୟୀ?
- ଭାରତ ପାଇଁ ବଢିପାରେ ଚିନ୍ତା: ସାଉଦି-ତୁର୍କୀ-ପାକିସ୍ତାନର ‘ମକ୍କା ଡିଫେନ୍ସ ପ୍ୟାକ୍ଟ’ରେ ସାମିଲ ହୋଇପାରେ ବାଂଲାଦେଶ

Comments are closed.