ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ତାଙ୍କ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ଏବଂ ଆତ୍ମହତ୍ୟା କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଦେଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏକ ପୃଥକ ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ବିବାହ ସମ୍ପର୍କିତ ଆଇନର ଅପବ୍ୟବହାର ନେଇ ବର୍ଷିବା ସହ ଚେତାବନୀ ଦେଇଛନ୍ତି। “ବ୍ୟକ୍ତିଗତ ସ୍ବାର୍ଥ” ପାଇଁ ଏକ ଆଇନର ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।
BREAKING NEWS
- ଆସିଲା ୨୦୨୪ର ଫୁଡ୍ ଡେଲିଭରୀ ରିପୋର୍ଟ; ହୋସ୍ ଉଡାଇଦେବ ସ୍ବିଗି-ଜୋମାଟୋର ତଥ୍ୟ
- ଜ୍ୟାକଲିନଙ୍କୁ ପୁଣି ପ୍ରେମ ପତ୍ର ଲେଖିଲା ସୁକେଶ, ଦେଲା ଏହି ବଡ ଉପହାର
- ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର
- ଯୁବକଙ୍କ ଅନ୍ତନଳୀରୁ ବାହାରିଲା ସେଭିଂ ରେଜର୍
- ବ୍ରିଟେନ ଛତୁ ଦେଖିଲେ ହେବେ ତାଜୁବ, ଛତୁର ଓଜନ ୫କେଜି
- ‘ମିସ୍ ଟିନ୍ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ
- ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ଅଭିନୟ କରିପାରନ୍ତି ପ୍ରିୟଙ୍କା
- ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ
- କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ
- ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ
Comments are closed.