ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି।
ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ ପାରମ୍ପାରିକ ରୀତିନୀତିରେ ବିବାହ କରିଛନ୍ତି।
ବିବାହ ଫଟୋ ସେୟାର କରିବାବେଳେ କିର୍ତ୍ତୀ କ୍ୟାପସନରେ ଲେଖିଛନ୍ତି #ଫର ଦ ଲଭ୍ ଓଫ୍ ନାଇକ୍।
ତେବେ ଏହାପୂର୍ବରୁ କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।
Comments are closed.