ବିଶାଖାପାଟଣା: ବିରାଟ କୋହଲି ୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଅବସରରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ମ୍ୟାଚ ବିଶାଖପଟମନରେ ଖେଳାଯାଉଛି ।
କୋହଲି ୮ମ ଭାରତୀୟ ଏବଂ ବିଶ୍ୱରେ ୩୩ତମ ଖେଳାଳି ଭାବେ ୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ସେ ୨୪୧ ଦିନିକିଆ, ୮୪ ଟେଷ୍ଟ ଏବଂ ୭୫ ଟି୨୦ ମ୍ୟାଚ ଖେଳିଛନ୍ତି ।
ଏହି ତାଲିକାରେ ସଚିନ ତେନ୍ଦୁଲକର ୬୬୪ ମ୍ୟାଚ ଖେଳି ପ୍ରଥମ ସ୍ଥାନରେ ରହିଛନ୍ତି । ତେନ୍ଦୁଲକରଙ୍କ ପଛକୁ କୁମରା ସଙ୍ଗକାରା ୬୫୨, ସନଥ ଜୟସୁରିୟା ୫୯୪, ରିକି ପଂଟି ୫୬୦ ଓ ମହେନ୍ଦ୍ର ସିଂ ଧୋନୀ ୫୩୮ ମ୍ୟାଚ ଖେଳିଛନ୍ତ୍ି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଭାରତ ୮ ଉଇକେଟରେ ପରାସ୍ତ ହୋଇଥିଲା ।
BREAKING NEWS
- ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ! ୪ ସାଂସଦଙ୍କ ହାତରେ ନବୀନ ଧରାଇଲେ ‘ସ୍ପେଶାଲ୍ ବ୍ଲୁ-ପ୍ରିଣ୍ଟ’, ରାଜ୍ୟର ୧୧ ବଡ଼ ମୁଦ୍ଦାରେ ଘେରିବ ବିଜେଡି…
- ଜାତୀୟ ଦଳକୁ ଫେରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ କରିବାକୁ ପଡିବ ରନ, ସୂଚନା ଦେଲା ବିସିସିଆଇ
- ଚୌଦ୍ୱାର ରାଜନୀତିକୁ ନେଇ ନବୀନ ନିବାସରେ ବଡ଼ ହଲଚଲ, ସାମ୍ନାକୁ ଆସିଲା ନୂଆ ରଣନୀତି…
- IED blast targets Assam Rifles: ଆସାମ ରାଇଫଲ୍ସ କନଭୟ ନିକଟରେ ଆଇଇଡି ବିସ୍ଫୋରଣ; ଜଣେ ଯବାନ ସହିଦ, ୪ ଆହତ
- ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ କାହା ବିରୋଧରେ ଏହି ଲଢ଼େଇ କହିଲେ ଚାମେଲି?
- ୧୮ ବର୍ଷ ପରେ ଚେନ୍ନାଇର ହେଡ କୋଚ ପଦରୁ ଓହରିଲେ ଫ୍ଲେମିଂ, ଧୋନୀ ହେବେ କି ମେଂଟର
- ରାସ୍ତା କଡ଼ରେ ପଡ଼ିଥିଲା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ୍! ତା’ପରେ ମହିଳା ଜଣକ ଯାହା କଲେ, ଶୁଣିଲେ ଆପଣ ବି କରିବେ ସଲାମ୍…
- ମହିଳା ଟେଷ୍ଟ କ୍ରିକେଟ:ଲର୍ଡସରେ ଐତିହାସିକ ବିଜୟ ହାସଲ କଲା ଭାରତ
- ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ! ଆପାର୍ଟମେଣ୍ଟ ନିକଟରୁ ମିଳିଲା ମୃତଦେହ
- Rath Yatra 2026:ତିନି ଠାକୁରଙ୍କ ରଥରେ ଶୋଭା ପାଇବ ସୋଲ ଫୁଲ; ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଭୋଇ ପରିବାର
Comments are closed.