ଝିଅ ଆଖି ଆଗରେ ମାକୁ ଟାଣିନେଲା କୁମ୍ଭୀର । ଝିଅ ଚାହିଁ ରହିଥିଲା କିଛି କରିପାରିଲା ନାହିଁ । କେନ୍ଦ୍ରାପଡା ଜିଲ୍ଲା କୋଳଡିହା ପଂଚାୟତ ଓଁଲାଡିହ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରୁ ଝିଅ ଆଖି ଆଗରେ ମାକୁ କୁମ୍ଭୀର ଟାଣି ନେଇଛି । କୁମ୍ଭୀର ମାକୁ ଟାଣିନେବା ପରେ ଝିଅ ଜୋରରେ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକ ପକାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ହେଲା ଖୋଜାଖୋଜି ଚାଲିଥିଲେ ମଧ୍ୟ ମାକୁ ଲୋକେ ପାଇନାହାଁନ୍ତି । ବର୍ଷାଦିନ ଆରମ୍ଭ ନହେଉଣୁ କୁମ୍ଭୀର ମାନେ ନଦୀରେ ସେମାନଙ୍କ ଆତଙ୍କ ଦେଖାଇବା ଆରମ୍ଭ କରିଛନ୍ତି । ତେବେ ନଦୀକୂଳିଆ ଗ୍ରାମବାସୀଙ୍କୁ କୁମ୍ଭୀର ପ୍ରତି ସଚେତନ ହୋଇ ଚଳିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
BREAKING NEWS
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି

Comments are closed.