ରାଉରକେଲା: ରାଉରକେଲାରେ ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା କରାଯାଇଛି।
ନିକଟରେ ସେ ବିନା ହେଲମେଟରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଏବଂ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର କରୁଥିଲେ। ଯାହା ପରେ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ୧୫,୦୦୦ ଟଙ୍କା ଜରିମାନା କରାଯାଇଥିଲା। ଏପରିକି ତାଙ୍କ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି।
Comments are closed.