ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜରମାନେ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ନଭେମ୍ବର ୧୫ ସୁଦ୍ଧା ଖେଳାଳି ରିଲିଜ କରିବା ଡେଡଲାଇନ ଥିଲା । ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ କୋଲକାତା ଆନ୍ଦ୍ରେ ରସେଲଙ୍କୁ ରିଲିଜ କରିଛି । ସେହିପରି ଗ୍ଲେନ ମ୍ୟାକ୍ସୱେଲ, ମଥୀଷା ପାଥୀରାନା ଓ ଭେଙ୍କେଟେଶ ଆୟାରଙ୍କୁ ମଧ୍ୟ ସେମାନଙ୍କ ଟିମ ରିଲିଜ କରିଛନ୍ତି । ନିମ୍ନରେ ରିଲିଜ ହୋଇଥିବା ଖେଳାଳିଙ୍କ ନାମ ଦିଆଗଲା ।
ଚେନ୍ନାଇ ସୁପର କିଙ୍ଗସ: ମଥୀଷା ପାଥୀରାନା, ଡେଭନ କନୱେ, ରଚୀନ ରବୀନ୍ଦ୍ର, ରାହୁଲ ତ୍ରିପାଠୀ, ଶେଖ ରଶୀଦ, ବଂଶ ବେଦୀ, ଆନ୍ଦ୍ରେ ସିଦ୍ଧାର୍ଥ, ବିଜୟ ଶଙ୍କର, ଦୀପକ ହୁଡ୍ଡା, କମଳେଶ ନାଗରକୋଟୀ । ସ୍ୟାମ କରନ ଓ ରବୀନ୍ଦ୍ର ଜାଡେଜା( ଟ୍ରେଡ), ରବିଚନ୍ଦ୍ରନ ଅଶ୍ୱୀନ (ଅବସର) ।
ଦିଲ୍ଲୀ କ୍ୟାପିଟାଲ୍ସ: ଫାପ ଡୁ ପ୍ଲେସୀ, ଜ୍ୟାକ ଫ୍ରେଜର ମ୍ୟାକଗର୍କ, ସେଦିକୁଲ୍ଲାହ ଅଟଳ, ମନୱନ୍ତ କୁମାର, ମୋହିତ ଶର୍ମା,ଦର୍ଶନ ନାଲକଣ୍ଡେ, ଡୋନୋୱନ ଫରେରା (ଟ୍ରେଡ) ।
ଗୁଜରାଟ ଟାଇଟାନ୍ସ: ମହୀପାଲ ଲୋମରୋଡ, କରୀମ ଜନାତ, ଦାସୁନ ଶନକା, ଜେରାଲ୍ଡ କୋଜିୟାଁ, କୁଲୱନ୍ତ ଖେଜରୋଲିୟା, ଶେରଫେନ ରଦରଫୋଡ(ଟ୍ରେଡ) ।
କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ, ଭେଙ୍କେଟେଶ ଆୟାର, କ୍ୱିଂଟନ ଡିକକ, ଏନରିକ ନୋର୍ଟେଜ, ମୋଇନ ଅଲୀ, ଲବନୀତ ସିସୋଦିଆ, ରହମାନୁଲ୍ଲା ଗୁରବାଜ, ଚେତନ ସାକରିୟା, ସ୍ପେନ୍ସର ଜନଶନ ଓ ମୟଙ୍କ ମାର୍କଡେ(ଟ୍ରେଡ) ।
ଲକ୍ଷ୍ନୌ ସୁପର ଜ୍ୟାଂଟସ: ରବି ବିଶ୍ନୋଇ, ଡେଭିଡ ମିଲର, ଆକାଶଦୀପ, ଶମାର ଜୋସେଫ, ଆର୍ଯ୍ୟନ ଜୁୟାଲ, ଯୁବରାଜ ଚୌଧୁରୀ, ରାଜବର୍ଦ୍ଧନ ହଂଗରଗେକର, ଶାର୍ଦ୍ଦୁଳ ଠାକୁର(ଟ୍ରେଡ) ।
ମୁମ୍ବାଇ ଇଣ୍ଡିଆନ୍ସ: ରୀସ ଟପଲେ, ମୁଜୀବ ଉର ରହେମାନ, ଭିଗ୍ନେଶ ପୁତୁର, ବେଭନ ଜ୍ୟାକବ୍ସ, କରନ ଶର୍ମା, ଲିଜାଡ ୱିଲିୟମ୍ସ, ସତ୍ୟନାରାୟଣ ରାଜୁ, କେ ଶ୍ରୀଜିତ, ଅର୍ଜୁନ ତେନ୍ଦୁଲକର(ଟ୍ରେଡ) ।
ପଞ୍ଜାବ କିଙ୍ଗସ: ଜୋଶ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, କୂଲଦୀପ ସେନ, ଏରେନ ହାର୍ଡି, ପ୍ରବୀଣ ଦୁବେ ।
ରାଜସ୍ଥାନ ରୟାଲ୍ସ: ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷଣା, କୁମାର କାର୍ତିକେୟ, ଆକାଶ ମଧୱାଲ, ଫଜଲହକ ଫାରୁକୀ, କୃଣାଳ ସିଂ, ଅଶୋକ ଶର୍ମା, ସଞ୍ଜୁ ସାମସନ, ନୀତିଶ ରାଣା(ଟ୍ରେଡ) ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର: ଲିୟାମ ଲିଭିଂଷ୍ଟୋନ, ମୟଙ୍ଗ ଅଗ୍ରୱାଲ, ସାତ୍ୱିକ ଚିକାରା, ଲୁଙ୍ଗି ଏନଗିଡି, ଟିମ ସାଇଫୋର୍ଟ, ବ୍ଲେସିଙ୍ଗ ମୁଜରବାନୀ, ମନୋଜ ଭାଣ୍ଡଗୀ, ମୋହିତ ରାଠୀ ।
ସନରାଇଜର୍ସ ହାଇଦ୍ରାବାଦ: ମହମ୍ମଦ ସାମୀ (ଟ୍ରେଡ), ଆଡମ ଜାମ୍ପା, ୱିୟାନ ମୁଲଡର, ରାହୁଲ ଚାହର, ଅଥର୍ବ ତାୱେଡ, ସଚିନ ବେବୀ, ସିମ୍ରଜିତ ସିଂ ଓ ଅଭିନବ ମନୋହର ।
Comments are closed.