ବେଜିଂ: ଚୀନରେ କରୋନା ତାର ପ୍ରଭାବ ବିସ୍ତାର କରି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଛି । ଭୂତାଣୁ ଯେପରି ନ ବ୍ୟାପିବ ସେଥିପାଇଁ ସମସ୍ତଙ୍କୁ ସତର୍କ ନ ରହିବା ପାଇଁ ଅନୁରୋଧ କରାଯାଉଛି ।ଏପରି କି ଏବେ ବିବାହ ନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ୨ ଫେବୃୟାରୀ ବିବାହ ପଞ୍ଜୀକରଣ ଆବେଦନକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି । ସେହିପରି ଅନ୍ତିମ ସଂସ୍କାରକୁ କମ୍ ସମୟ ଏବଂ ଅଳ୍ପ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ କରିବା ପାଇଁ କୁହାଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାଖାପାଖି ପହଂଚିଥିବା ବେଳେ ପ୍ରଭାବିତଙ୍କ ସଂଖ୍ୟା ୧୨୫୦୦ ରହିଛି ।
BREAKING NEWS
- ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ
- ‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା
- ଗୋଟିଏ ଡିଲ୍, ୫ ଫାଇଦା: ଚୀନ୍ ଓ ଆମେରିକାକୁ ଲାଗିବ ଝଟକା
- Bangladesh former PM Sheikh Hasina: “ଆତଙ୍କବାଦୀଙ୍କ ଗଡ଼ ପାଲଟିଛି ବାଂଲାଦେଶ”
- ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର
- Ama Bus Accident: ସ୍କୁଟିକୁ ଧକ୍କା ଦେଲା ଆମ ବସ୍, ଚାଳକ ଗୁରୁତର
- Men’s Hero Hockey India League2026: ଫାଇନଲରେ ଘରୋଇ ଦଳ କଳିଙ୍ଗ ଲାନସର୍ସ; ଆସନ୍ତାକାଲି କ୍ବାଲିଫାୟର-୨ ଲଢେଇ
- Puri Murder: ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ, କାରଣ ଅସ୍ପଷ୍ଟ
- PM-KISAN: କୃଷକଙ୍କ ପାଇଁ ଖୁସି ଖବର, ଏଥର ଖାତାକୁ ଆସିବ ଅଧିକ ଟଙ୍କା!
- Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’
Comments are closed.