ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍ସାଇଟ୍ www.nita.ac.in ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୨୫ ତାରିଖ ରହିଛି ।
ପଦବୀ ସଂଖ୍ୟା
ମୋଟ ପଦବୀ ସଂଖ୍ୟା-୫୮
-ବାୟୋ ଇଂଜିନିୟରିଂ-୨
-କେମିକାଲ ଇଂଜିନିୟରିଂ-୧
-ସିଭିଲ ଇଂଜିନିୟରିଂ-୮
-ଇଲେକଟ୍ରିକାଲ ଇଂଜିନିୟରିଂ-୯
-କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ-୮
-ମେକାନିକଲ ଇଂଜିନିୟରିଂ-୮
-ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଂଜିନିଅରିଂ-୬
-ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଷ୍ଟ୍ରୁମେଂଟେସନ୍ ଇଂଜିନିଅରିଂ-୪
-ଫିଜିକ୍ସ-୨
-ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ-୩
-ପ୍ରଡକ୍ସନ ଇଂଜିନିଅରିଂ-୩
-କେମେଷ୍ଟ୍ରି-୨
-ମ୍ୟାଥ-୧
-ମ୍ୟାନେଜମେଂଟ, ହ୍ୟୁମାନିଟି ଏବଂ ସୋସିଆଲ ସାଇନ୍ସ-୧
ଶିକ୍ଷାଗତ ଯୋଗ୍ୟତା
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୬୦୦୦/-)- ପିଏଚ୍ଡି ଆବଶ୍ୟକ
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୭୦୦୦/-)- ପିଏଚ୍ଡି ସହ ୧ ବର୍ଷର ଶିକ୍ଷାଗତ ଅଭିଜ୍ଞତା
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୮୦୦୦/-)- ପିଏଚ୍ଡି ସହ ୩ ରୁ ୬ ବର୍ଷର ଶିକ୍ଷାଗତ ଅଭିଜ୍ଞତା
କେମିତି ଆବେଦନ କରିବେ
– ଅବେଦନକାରୀ www.nita.ac.in ଅନଲାଇନ ଅପ୍ଲିକେସନରେ ଅବେଦନ କରିପାରିବେ । ଅବେଦନକାରୀ ପୂରଣ କରିଥିବା ଫର୍ମର ପ୍ରିଂଟ ଆଉଟ୍ ବାହାର କରି ରଖିପାରିବେ ।
ଆବେଦନ ଫି
– ସାଧାରଣ ବର୍ଗ ଓ ଓବିସି ବର୍ଗଙ୍କ ପାଇଁ ଫି ୧୦୦୦ ଟଙ୍କା
– ଏସସି/ଏସଟି ବର୍ଗଙ୍କ ପାଇଁ ଫି ୫୦୦ ଟଙ୍କା
– ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି ନାହିଁ
ନିଯୁକ୍ତି ପ୍ରକ୍ରିୟା
– ଚୟନ କରାଯାଇଥିବା ଆବେଦନକାରୀ ନିଯୁକ୍ତି କମିଟି ଆଗରେ ପ୍ରେଜେଂଟେସନ ଦେବେ
– ଭାରତୀୟ ନାଗରିକ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷାତକାର ଦେବେ । ବିଦେଶରେ ଥିବା
ଭାରତୀୟ ନାଗରିକଙ୍କ ପାଇଁ ଅଡିଓ-ଭିଡିଓରେ ଅନଲାଇନ୍ ସାକ୍ଷାତକାର ନିଆଯିବ ।
– ଆବେଦନକାରୀ ଅଧିକ ସୂଚନା ପାଇଁ ଅଫିସିଆଲ ବିଜ୍ଞପ୍ତି ଦେଖନ୍ତୁ ।
BREAKING NEWS
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?