ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସରକାର ଗଢ଼ିବା ନେଇ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଧୀରେ ଧୀରେ ଫଳାଫଳ ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ପୁଣିଥରେ ଦିଲ୍ଲୀବାସୀ ଆମ୍ ଆଦମୀ ପାର୍ଟି ପ୍ରତି ନିଜର ସମର୍ଥନ ଜଣାଇଛନ୍ତି ।ଏନେଇ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀବାସୀ ଭାରତର ଆତ୍ମାକୁ ବିଜୟୀ କରାଇଥିବା ସେ କହିଛନ୍ତି । ଏଥିସହ ଆପ୍ର ଦଳୀୟ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୨୦୨୦ ଦିଲ୍ଳୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ୍ ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଥିଲେ । ପ୍ରଚାରଠାରୁ ଆରମ୍ଭ କରି ସୋଶିଆଲ ମିଡିଆରେ ଦଳର ଆଭିମୁଖ୍ୟ କ’ଣ ରହିବ, ତାର ନିଷ୍ପତ୍ତି ପ୍ରଶାନ୍ତ କିଶୋର ନେଇଥିଲେ ।
BREAKING NEWS
- ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: ଜୁଆ ଆଡ୍ଡାରେ ଚଢ଼ାଉ, ୨୦ ଗିରଫ
- ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର
- ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର
- Odisha Weather: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
- ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଦିଲ୍ଲୀରେ ହେବାକୁ ଥିବା AI ସମ୍ମିଳନୀ ଉପରେ ସମସ୍ତଙ୍କ ନଜର
- ଆଜିଠୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
- ପାହାଡରେ ମାଓକ୍ୟାମ୍ପ ଠାବ,ମିଳିଲା ବନ୍ଧୁକ ସହ ଅନେକ ବିସ୍ଫୋରକ ସାମଗ୍ରୀ
- Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ
- Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର ମୁହୂର୍ତ୍ତ
- FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ
Comments are closed.