ମୁମ୍ବାଇ: ବହୁ ଦିନ ପରେ ପୁଣି ଥରେ ବଲିଉଡକୁ କମ୍ବ୍ୟାକ୍ କରିଛନ୍ତି ମେଲୋଡିଅସ୍ ସିଙ୍ଗର ଅଦ୍ନାନ୍ ସମୀ । ଲଂଚ ହୋଇଛି ତାଙ୍କ ମ୍ୟୁଜିକ ଭିଡିଓ ଆଲବମ୍ ‘ତୁ ୟାଦ୍ ଆଏ’ । ଏହି ଗୀତରେ ଅଦ୍ନାନଙ୍କ ପୁଣି ଥରେ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।
ଗୀତଟିକୁ ବେଶ୍ ରୋମାଂଟିକ ଅନ୍ଦାଜରେ ଗାଇଛନ୍ତି ଅଦ୍ନାନ ସମୀ । ଏଥିସହ ପୁଣି ଥରେ ପିଆନୋ ଏବଂ ମୃଦଙ୍ଗ ସହ ତାଙ୍କର ଜବରଦସ୍ତ ତାଳମେଳ ମଧ୍ୟ ଦେଖିବାକୁ ମିଳିଛି । ଗୀତକୁ କମ୍ପୋଜ କରିଛନ୍ତି କୁନାଲ ବର୍ମା । ଦର୍ଶକଙ୍କୁ ଏହି ଗୀତଟି ବେଶ୍ ପସନ୍ଦ ମଧ୍ୟ ଆସିଛି । ରିଲଜ ହେବାର କିଛି ଘଂଟା ମଧ୍ୟରେ ହିଁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
BREAKING NEWS
- ବଢୁଥିବା ତୈଳ ଦର ମଧ୍ୟରେ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳଙ୍କ ଚିଠି
- ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ, ସ୍ୱାଭାବିକ ରହିବ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବା…
- ସରକାରଙ୍କ ତରଫରୁ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ; ୫୦୫ ଲିଟର ଡିଜେଲ ଜବତ
- ଜନ ଆବ୍ରାହାମ ହେବେ କି ନୂଆ ଜେମ୍ସ ବଣ୍ଡ
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣା; ସିବିଆଇ ତଦନ୍ତ ଦାବି କଲା ପରିବାର
- ଆଇସିସି ଡବ୍ଲ୍ୟୁଟିସି: ଏଥର ୯ ବଦଳରେ ଖେଳି ପାରନ୍ତି ୧୨ ଟିମ
- ଭୁଶୁଡି ପଡିଲା ନିର୍ମାଣାଧୀନ କାନ୍ଥ, ଚାଲିଗଲା ଶ୍ରମିକଙ୍କ ଜୀବନ
- ଓଏମ୍ସିର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ରବିବାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ
- ସୁପରଷ୍ଟାର କଲଚରକୁ ନେଇ ମୁହାଁମୁହିଁ ହେଲେ ଡ୍ରାଭିଡ-ଗମ୍ଭୀର
Comments are closed.