ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ସେ ଏହି ବଜେଟକୁ ଐତିହାସିକ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏହି ବଜେଟର ଗୁରୁତ୍ୱପୂର୍ଣ୍ଣ ଘୋଷଣା-
୧. ସାଇବର କ୍ରାଇମକୁ ରୋକିବା ପାଇଁ ୧୬ ସାଇବର ଥାନା ।
୨. ଯୁବଗୋଷ୍ଠୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷିତ ଯୋଜନା ଏବଂ ଯୁବ ବିକାଶ ଅଭିଯାନ ।
୩. ଅଟଳ ଆବାସିକ ବିଦ୍ୟାଳୟର ସ୍ଥାପନା ।
୪.ବୁନ୍ଦେଲଖଣ୍ଡକୁ ମରୁଡି କବଳରୁ ରକ୍ଷା କରିବା ପାଇଁ ୬ ହଜାର କ୍ଷେତଜମି ଓ ପୋଖରୀ ନିର୍ମାଣ କରାଯିବ ।
୫. ଜଳ ସମସ୍ୟାରୁ ମୁକୁଳିବା ପାଇଁ ସମସ୍ତ ବନ୍ଧ ପ୍ରକଳ୍ପକୁ ୪ ବର୍ଷ ମଧ୍ୟରେ ସମାପ୍ତ କରାଯିବ ।
୬.ବୁନ୍ଦେଲଖଣ୍ଡରେ ୪ ହଜାର ମେଗାୱାଟ ସୌର ଉର୍ଜା ପାଇଁ ଯୋଜନା ।
୭. ଲକ୍ଷ୍ନୌରେ ୫୦ କୋଟି ଟଙ୍କା ବ୍ୟୟରେ ରାଷ୍ଟ୍ରୀୟ ପ୍ରେରଣା ସ୍ଥଳର ନିର୍ମାଣ ।
୮.୭୦୦ ଇଲେକଟ୍ରୋନିକ ବସ୍ ଚଳାଚଳ କରିବ ।
୯. ଅଲୀଗଡରେ ୩ ନୂତନ ରାଜ୍ୟ ବିଶ୍ୱବିଦ୍ୟାଳୟର ସ୍ଥାପନା ।
୧୦.ପୋଲିସ ଫରେନ୍ସସିକ୍ ୟୁନିଭରସିଟି ଓ ଆୟୁଷ ବିଶ୍ୱବିଦ୍ୟାୟର ଯୋଜନା ପ୍ରସ୍ତୁତ କରାଯାଇଛି ।
BREAKING NEWS
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

Comments are closed.