ନୂଆଦିଲ୍ଲୀ: ମୁସଲମାନ ଭାରତ ମାତାର ସନ୍ତାନ । ଭାରତର ହୃଦୟରେ ମୁସଲମାନ ରହିଛନ୍ତି । ବିଜେପିର ବିଚାରଧାରା ଅଳ୍ପସଂଖ୍ୟକ ବିରୋଧୀ ନୁହେଁ । ତେଣୁ ସାମ୍ପ୍ରଦାୟିକ ରାଜନୀତି ହେବା ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପ୍ର୍ତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୋଦି ସରକାରଙ୍କ ଅଳ୍ପ ସଂଖ୍ୟକ ବିରୋଧୀ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମୁସଲମାନ ଭାରତର ନାଗରିକ । ସେମାନେ ଆମର ଭାଇ । ସେମାନେ ଭାରତର ହୃଦୟରେ ଅଛନ୍ତି ବୋଲି ରାଜନାଥ କହିଛନ୍ତି ।
ଜାତି, ଧର୍ମ, ବର୍ଣ୍ଣ ନେଇ ଭେଦଭାବ ସୃଷ୍ଟି କରୁଥିବା ନକରାତ୍ମକ ଶକ୍ତି ବିରୋଧରେ ବିଜେପି ସରକାର କାମ କରୁଛି । ବିଜେପି କୌଣସି ସ୍ଥିତିରେ ଅଳ୍ପସଂଖ୍ୟକଙ୍କ ବିରୋଧରେ କାମ କରେ ନାହିଁ । ନରେନ୍ଦ୍ର ମୋଦି ପ୍ରଥମରୁ ହିଁ ସବକା ସାଥ, ସବକା ବିଶ୍ୱାସ ନାରା ଦେଇଛନ୍ତି । ତେଣୁ ଜାତି ଧର୍ମକୁ ନେଇ ଭେଦଭାବ ହେବା ପ୍ରଶ୍ନ ଉଠୁନି ବୋଲି ଏକ ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
BREAKING NEWS
- ଆସନ୍ତାକାଲି କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ଆଇପିଏଲ: ପଞ୍ଜାବକୁ ହରାଇଲା ଚେନ୍ନାଇ
- ୟୁନିସେଫରେ ଭାରତର ଜାତୀୟ ଆମ୍ବାସାଡର ହେଲେ କରିନା
- ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି କଂଗ୍ରେସ: ରାଜନାଥ ସିଂ
- ପିଆଜ ରପ୍ତାନୀ ଉପରୁ ହଟିଲା ବ୍ୟାନ
- ନୁହୁ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
- ସଂକଳ୍ପ ପତ୍ର ଉନ୍ମୋଚନ କଲେ ନଡ୍ଡା, ବିଜେପି ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର
- ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ବିରୋଧୀଙ୍କର କଥା ବେଶି, କାମ କମ୍
- ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା
- ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର