ଗୁଜରାଟ: ଲକ୍ଷଧିକ ଲୋକଙ୍କ ମଧ୍ୟରେ ‘ନମସ୍ତେ ଟ୍ରମ୍ପ’ରେ କମ୍ପି ଉଠିଲା ମୋଟେରା ଷ୍ଟାଡିୟମ୍ । ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ମୋଟେରେ ଷ୍ଟାଡିୟମ୍ରେ ପହଂଚିଥିଲେ । ପରେ ମୋଦୀ ଉଦ୍ବୋଧନ ଆରମ୍ଭ କରି ଟ୍ରମ୍ପଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସମଗ୍ର ଭାରତ ଟ୍ରମ୍ପଙ୍କ ପରିବାରକୁ ସ୍ୱାଗତ କରୁଛି । ଆମ୍ଭମାନଙ୍କ ପାଇଁ ‘ନମସ୍ତେ ଟ୍ରମ୍ପର’ ଗୂଢ ଅର୍ଥ ରହିଛି । ଏହି ଅଗସ୍ତ ଆମର ବନ୍ଧୁତ୍ୱକୁ ଆହୁରି ଦୃଢ଼ କରିବ । ୫ ମାସ ପରେ ମୁଁ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ଯାଇଥିଲି । ଆଜି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଅହମ୍ମଦାବାଦ ଆସିଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ବୋଲି ମୋଦୀ କହିଛନ୍ତି ।
BREAKING NEWS
- ଇତିହାସର ସେହି ଭୁଲ୍: ଯେତେବେଳେ ଜାନକୀଙ୍କ ସତର୍କବାଣୀକୁ ହେୟଜ୍ଞାନ କରିଥିଲେ ବିଜୟ
- ନେତାଙ୍କ ବେଡରୁ ଆରମ୍ଭ ମହିଳାଙ୍କ ରାଜନୀତି କ୍ୟାରିୟର
- ଅଭିଷେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ
- ରାସ୍ତାରେ ଗଡିବନି ବାଇକ, ରାଲିକୁ ମନା
- ବିରାଟ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଅଭିଷେକ
- ନଦୀ ନଥିବା ଏକ ଦେଶ, ପ୍ରତିବର୍ଷ ୧.୫ ଲକ୍ଷ ଭାରତୀୟ ଭ୍ରମଣ କରନ୍ତି? ପିଇବା ପାଣି ଏଠାରେ ସଂଘର୍ଷପୂର୍ଣ୍ଣ…
- ଏଥର ଖରା ଛୁଟିରେ ସମର ଲର୍ଣ୍ଣିଂ; ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ନିର୍ଦ୍ଦେଶ
- ଆଇପିଏଲ ଲୋନ ନିୟମର ଫାଇଦା ଉଠାଇବ କି ଚେନ୍ନାଇ
- ଅଖିଳେଶ ଯାଦବଙ୍କ ବଡ ନିର୍ବାଚନୀ ଘୋଷଣା; ମାଗଣା ବିଜୁଳି ସହ ମହିଳାଙ୍କୁ ମିଳିବ ୪୦ ହଜାର ପେନସନ୍
- ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା
Comments are closed.