Latest Odisha News

BREAKING NEWS

ଏସସିବିକୁ ବିଶ୍ୱସ୍ତରୀୟ ଯୋଜନା; ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ଯୋଜନାରେ ଏସସିବି ପରିସରରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଆଜି ପୁଣି ଏସସିବି ସମ୍ପ୍ରସାରଣ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ହିନ୍ଦ ସିନେମା ରୋଡରୁ ତାଳଦଣ୍ଡା କେନାଲ ଯାଏଁ ଉଚ୍ଛେଦ କାର୍ଯ୍ୟ ଚାଲିଛି । ମା’ ମଙ୍ଗଳା ବସ୍ତିରେ ଥିବା ପ୍ରାୟ ୧୦୦ଟି ଘରକୁ ଜିଲ୍ଲା ପ୍ରଶାସନ ଭାଙ୍ଗୁଛି । ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସର ସହାୟତାରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।

Comments are closed.