ଭୁବନେଶ୍ୱର: କରୋନା ପାଇଁ ବ୍ୟାଙ୍କଗୁଡିକ ଉପରେ ଜାରି ହେଲା ଗାଇଡଲାଇନ । ଏନେଇ ବ୍ୟାଙ୍କଗୁଡିକୁ ଚିଠି ଲେଖି ଜଣାଇଛନ୍ତି ଅର୍ଥ ବିଭାଗ । ଏଟିଏମ୍ ଗୁଡିକରେ ଯଥେଷ୍ଟ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ସଚେତନତା ପାଇଁ ପ୍ରତି ଏଟିଏମ୍ରେ ସତର୍କ ସୂଚନା ଫଳକ ଲଗାଇବା ପାଇଁ କୁହାଯାଇଛି ।
ଅଫିସ ଭିତରେ ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରନ୍ତୁ । ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଉଂଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ୍ରେ ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୋଇବେ ଲୋକେ । ଏଟିଏମ୍ କାଉଂଟର ପ୍ରତିଦିନ ମେସିନରେ ସଫା କରାଯିବାକୁ କୁହାଯାଇଛି ।
ଆବଶ୍ୟକ ନଥିଲେ ଏଟିଏମ୍ ବ୍ୟବହାର ନକରିବାକୁ ଗ୍ରାହକଙ୍କୁ ଏମ୍ଏମ୍ଏସ୍ ଜରିଆରେ ବ୍ୟାଙ୍କ ସତର୍କ କରାଇବାକୁ କୁହାଯାଇଛି । ଏହି ସମୟରେ ମୋବାଇଲ ଓ ଅନ୍ଲାଇନ ବ୍ୟାଙ୍କିଙ୍ଗ ସେବା ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।
BREAKING NEWS
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ
- ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ
- ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ

Comments are closed.