ଭୁବନେଶ୍ୱର: ଏଣିକି ଘରକୁ ଘର ବୁଲି ଖାଦ୍ୟ ଯୋଗାଇବେ ଅଙ୍ଗନୱାଡି କର୍ମୀ । କରୋନା ସଂକ୍ରମଣ ଲାଗି ଅଙ୍ଗନୱାଡି ବନ୍ଦ ଥିବା ସତ୍ତ୍ୱେ ଶିଶୁଙ୍କୁ ମିଳିବ ଖାଦ୍ୟ । ସକାଳ ଜଳଖିଆ ଓ ଗରମ ଖାଦ୍ୟ ଯୋଗଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ୩ରୁ ୬ ବର୍ଷର ଶିଶୁମାନଙ୍କ ପାଇଁ ଘରକୁ ଯାଇ ସମସ୍ତ ଶୁଖିଲା ଖାଦ୍ୟ ଯୋଗାଇବେ ।
ସେହିପରି ପ୍ରତି ଗ୍ରାମରେ ଏଏନଏମ/ଆଶା ଦିଦିଙ୍କ ଠାରେ ଉପଲବ୍ଧ ହେବ ଅତ୍ୟାବଶ୍ୟକ ଔଷଧ । ସେମାନଙ୍କ ଜରିଆରେ ପାରାସିଟାମଲ ଏବଂ ଓଆରଏସ ଉପଲବ୍ଧ କରାଇବେ ସରକାର । ଏହା ବ୍ୟତୀତ ଅତ୍ୟାବଶ୍ୟତକ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନିରାମୟ କାଉଣଣ୍ଟରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି ।
BREAKING NEWS
- ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର: ୩ ପ୍ରଭାବିତ ଜିଲ୍ଲାରେ ମୁତୟନ ହେଲେ NDRF ଯବାନ
- MMDR ସଂଶୋଧନ ବିଲ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଖୋଲା ଚିଠି: ‘ସ୍ୱତନ୍ତ୍ର ଅଧିବେଶନ ଡାକି କେନ୍ଦ୍ରର ଏହି ବିଲ୍କୁ ବିରୋଧ କର’
- ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା:ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ୍ ଦେଶ ହିତରେ ବଡ଼ ପଦକ୍ଷେପ
- ବିସିସିଆଇ ଆଣୁଛି ଡାଇରେକ୍ଟର ଅଫ୍ କ୍ରିକେଟ୍ ପଦ: ଲକ୍ଷ୍ମଣଙ୍କୁ ମିଳିପାରେ ବଡ଼ ଦାୟିତ୍ୱ
- Odisha gets new DGP:କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ପୋଲିସ ଡିଜି
- ନୂଆଦିଲ୍ଲୀରେ କୂଟନୈତିକ ଝଡ଼: ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ନେଇ କଂଗ୍ରେସର ମନ୍ତବ୍ୟକୁ ନିନ୍ଦା କଲା ବିଦେଶ ମନ୍ତ୍ରଣାଳୟ
- Digapahandi Jail Employee: ସବ ଜେଲ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ସଠିକ୍ କାରଣ ଅସ୍ପଷ୍ଟ
- ଓଡ଼ିଶାରେ ଲାଗିବ ୧୦୦୦ ନୂଆ ବିଏସ୍ଏନ୍ଏଲ୍ ୪ଜି ଟାୱାର, ଦୁର୍ଗମ ଗାଁରେ ପହଞ୍ଚିବ ଇଣ୍ଟରନେଟ୍
- ଭାରତର ଐତିହାସିକ ୬୦୦ତମ ଟେଷ୍ଟ: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଶୁଭମନଙ୍କ ବାହିନୀ
- ଓଡ଼ିଶାରେ ପୁଣି ଲେଉଟିଲା କରୋନା: ରାଜଧାନୀ ଭୁବନେଶ୍ୱରରୁ ୫୦ ବର୍ଷୀୟ ବ୍ୟକ୍ତି ପଜିଟିଭ୍ ଚିହ୍ନଟ

Comments are closed.