ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତାକାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ । ସକାଳ ୭ଟାଠାରୁ ରାତି ୯ଟା ଯାଏଁ ରାଜ୍ୟରେ ପ୍ରାୟ ୧୪ ହଜାର ବସ୍ ଚଳାଚଳ ବନ୍ଦ ରହିବ ।
କରୋନା ଭାଇରସ୍୍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ନିବେଦନ କରିଥିଲେ । ଯାହାକୁ ସମସ୍ତେ ସମର୍ଥନ ଜଣାଉଛନ୍ତି ।
BREAKING NEWS
- India-EU Trade Deal: କାର ବଜାରରେ ବଡ଼ ହଲଚଲ… ଶସ୍ତା ହେବ BMW ଏବଂ Mercedes?
- ଆସନ୍ତା ୩ରେ ପୁରୀ ଆସିବେ ମହାମହିମ, ଆଜି ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ
- ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ
- India-EU Trade Deals: ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା ଆଲୋଚନା, କାହିଁକି EU ସହିତ ବାଣିଜ୍ୟ ଚୁକ୍ତି ପାଇଁ ଲାଗିଗଲା ୧୮ ବର୍ଷ?
- T20 World Cup 2026: ଟି୨୦ ବିଶ୍ବକପ-୨୦୨୬ ପାଇଁ ସ୍କଟଲାଣ୍ଡ ଟିମ୍ ଘୋଷିତ
- Nipah Virus: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ: ୫ ଜଣ ଚିହ୍ନଟ, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ
- India-EU Summit 2026: EU-ଭାରତ ଚୁକ୍ତିକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ମୋଦି, “ବଡ଼ ଡ଼ିଲ…ବିଶ୍ୱ ଜିଡିପିର ୨୫ ପ୍ରତିଶତ…”
- India slams Pakistan at UNSC: ପାକିସ୍ତାନକୁ ଶୁଣାଇଲା ଭାରତ, ବିଶ୍ଵ ଆଗରେ ପୁଣି ଖୋଲିଲା ‘ଅପରେସନ୍ ସିନ୍ଦୂର’ ନେଇ ପାକିସ୍ତାନର ମିଛପେଡ଼ି…
- Newborn Baby: ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
- ଦୁଇ ଦଶନ୍ଧି ପରେ ଭାରତ-ଇୟୁ ମଧ୍ୟରେ ‘ମଦର ଅଫ୍ ଅଲ୍ ଡିଲ୍ସ’: ଆଜି ହେବ ନିଷ୍ପତ୍ତି
Comments are closed.