ମହାରାଷ୍ଟ୍ର: ଦିନକୁ ଦିନ ଉଗ୍ର ହେଉଛି ମାହାମାରୀ କରୋନା ଭାଇରସ । ଭାରତରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଧୀରେ ଧୀରେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସର୍ବାଧିକ ହୋଇଛି । ଏଠାରେ ରବିବାର ସକାଳେ ଆଉ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୧୦ ନୂଆ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରେ ୬ ଜଣ ମୁମ୍ବାଇର ଥିବାବେଳେ ୪ ଜଣ ପୁନେର ଥିବା ଜଣାପଡିଛି । ଫଳରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ସେପଟେ ଏହି ଭାଇସର ଭୟାବହତାକୁ ଦେଖି ମହାରାଷ୍ଟ୍ର ସରକାର ଆଜିଠୁ ମହାରାଷ୍ଟ୍ର ସମେତ ୪ଟି ସହରକୁ ପୁରାପୁରି ଲକ୍ ଡାଉନ୍ କରିଛନ୍ତି ।
BREAKING NEWS
- କିମ୍ସ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡା. ସମ୍ବିତ ଦାସ ‘ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ’ ସଭାପତି ନିର୍ବାଚିତ
- ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏସବୁ ଜିଲ୍ଲାକୁ ଆଲର୍ଟ…
- ପ୍ରବଳ ବର୍ଷା ଆଶଙ୍କା, ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
- ଆଜି ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
- ଇରାନର ଧମକ; ଟ୍ରମ୍ପ ସର୍ତ୍ତ ନ ମାନିଲେ ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବନି
- ଖୁବ୍ଶୀଘ୍ର ଆସିବ ‘ଜନ୍ତର-ମନ୍ତର ସିଜନ୍-୨’: ବିଜେପି ଉପରେ ବର୍ଷିଲେ ସିଜେପି ପ୍ରତିଷ୍ଠାତା
- Odisha Police:ଓଡ଼ିଶା ପୋଲିସରେ ଗଠନ ହେବ ୩ ନୂଆ ବିଭାଗ; ଆତଙ୍କବାଦୀ ଓ ନିଶା ନିରୋଧୀ ଟାସ୍କ ଫୋର୍ସ ସହ…
- Puri development: ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି;ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
- ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ମିଳିବ ଚାକିରି: ନୂଆ ଥଇଥାନ ନିୟମକୁ ଅନୁମୋଦନ ଦେଲେ ରାଜ୍ୟ ସରକାର
- ୟୁନିଫର୍ମ ଯୋଗାଇବେ ସରକାର, କ୍ୟାବିନେଟରେ ୮୮୩ କୋଟି ଟଙ୍କାର ବ୍ୟୟବରାଦକୁ ମୋହର

Comments are closed.