ନୂଆଦିଲ୍ଲୀ: ମାହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ସାମଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବ ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ଦେଖିବାକୁ ମିଳିଛି ।
ଏହି ବୈଠକରେ ମନ୍ତ୍ରୀମାନେ ଅତିକମ୍ରେ ୨ ମିଟରର ଦୂରତା ବଜାୟ ରଖି ବସିଥିବା ଦେଖିବାକୁ ମିଳିଥିଲା । କରୋନା ସମ୍ବନ୍ଧିତ ମାମଲାରେ ଆଲୋଚନା କରିବା ପାଇଁ ମୋଦୀ ଏହି କ୍ୟାବିନେଟ ବୈଠକ ଡକାଇଥିଲେ ।
BREAKING NEWS
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
- ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର
- କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…
Comments are closed.