ପୁରୀ: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ଶ୍ରୀମନ୍ଦିର ଟଙ୍କା ରହିବ । ଏନେଇ ୬.୨୬ ସୁଧହାରରେ ଉଭୟଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଟେଣ୍ଡର ଦିଆଯାଇଛି ।
ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା ରହିବ । ୟେସ୍ ବ୍ୟାଙ୍କରୁ ୩୮୯ କୋଟି ଟଙ୍କା ଆସଥିଲା । ସେଥିମଧ୍ୟରୁ ୧୦୨ କୋଟି ଏସ୍ବିଆଇରେ ରଖାଯାଇଛି । ଆଜି ଟେଣ୍ଡର ପ୍ରକ୍ରିୟାରେ ୧୬ଟି ଜାତୀୟକରଣ ବ୍ୟାଙ୍କରୁ ୧୦ଟି ବ୍ୟାଙ୍କ ଭାଗ ନେଇଥିଲେ ।
ପୂର୍ବରୁ ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରହିଥିଲା । ବ୍ୟାଙ୍କ ଦେବାଳିଆ ହେବା ପରେ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ନେଇ ବଡ ଧରଣ ବିବାଦ ଉପୁଜିଥିଲା । ତେବେ ଗତ ସପ୍ତାହରେ ୟେସ୍ ବ୍ୟାଙ୍କ ସ୍ଥିତି ସ୍ୱାଭାବିକ ହେବା ସହ ଜଗନ୍ନାଥଙ୍କ ପ୍ରଥମ ପ୍ରର୍ଯ୍ୟାୟ ଟଙ୍କା ଫେରିଛି । ଆଉ ବଳକା ଟଙ୍କା ଆସନ୍ତା ୩୦ ତାରିଖରେ ଫେରିବା ସମ୍ଭାବନା ରହିଛି ।
BREAKING NEWS
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
- ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର
- କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…
- ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ
- ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତ ସମ୍ମାନିତ
- ରାୟଗଡ଼ାରେ ଗୌତମ ଓ କରନ ଆଦାନୀ; ୧.୦୮ ଲକ୍ଷ କୋଟିର ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଲେ ଜସପ୍ରୀତ ବୁମରା
Comments are closed.