ଭୁବନେଶ୍ୱର: କରୋନା ମୁକାବିଳା ପାଇଁ ଚାରିଆଡେ ଜାରି ରହିଛି ସଂଘର୍ଷ । ରାଜ୍ୟ ସରକାର ମଧ୍ୟ ଜୋର୍ସୋର ପ୍ରସ୍ତୁତି ଚଲାଇଛନ୍ତି । ଏହାରି ଭିତରେ ପିଡିଏସ୍ ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗାଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏଯାଏଁ ୩୦ ପ୍ରତିଶତ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚି ସାରିଲାଣି । ୧୦ ଦିନ ଭିତରେ ସବୁ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚି ବୋଲିି ରାଜ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏଥିସହ ସେ ଆହୁରି କହିଛନ୍ତି ଯେ, ମାସେ ଯାଏଁ ଆମ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । କଳାବଜାରୀ ଉପରେ ବିଭାଗ କଡା ନଜର ରହିଛି ବୋଲି ସେ କହିଛନ୍ତି । ଏଭଳି ବିପର୍ଯ୍ୟୟ ସମୟରେ ସମବାୟ ବିଭାଗର କୋପରେଟିଭି ସଂସ୍ଥା ସିଏମ୍ଆର୍ଏଫ୍କୁ ଅନେକ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି ।
କଟକ ସେଂଟ୍ରାଲ କୋଅପରେଟିଭ ସଂସ୍ଥା ୫ କୋଟି ୩ ଲକ୍ଷ ସମବାୟ ବିଭାଗକୁ ଦେଇଛି । ସେହପରି ଭବାନୀପଟାଣା କୋପରେଟିଭ ସଂସ୍ଥା ୫ ଲକ୍ଷ ଓ ବଲାଙ୍ଗିର କୋପରେଟିଭି ସଂସ୍ଥା ୫ଲକ୍ଷ ଦେଇଛନ୍ତି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.