Latest Odisha News

BREAKING NEWS

କାଲିଠୁ ଆରମ୍ଭ ହେବ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’

ରାମାୟଣ ଓ ମହାଭାରତ ଦେଖି ସମସ୍ତେ ନିଜ ପିଲାଦିନ କଥା ମନେ ପକାଉଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ । ନବେ ଦଶକର ସୁପରହିରୋ ଶକ୍ତିମାନ ସିରିଏଲ ପୁଣି ଥରେ ପ୍ରସାରିତ ହେବାକୁ ଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଆସନ୍ତାକାଲିଠାରୁ ଦୂରଦର୍ଶନରେ ଦିନ ୨ଟା ରେ ଏହା ପ୍ରସାରିତ ହେବ ।

ଆଜିକାଲି ପିଲାମାନେ ଛୋଟାଭିମ୍‌, ମୋଟୁ ପତଲୁ, ବୁଲବୁଲେ, ସ୍ପାଇଡର ମ୍ୟାନ, ନିନ୍‌ଜା ହାତୋଡି ଆଦି ଦେଖୁଥିଲେ ବି ସେତେବେଳେ ଶକ୍ତିମାନର ଏକ ସ୍ୱତନ୍ତ୍ର କ୍ରେଜ ରହିଛି ।

Leave A Reply

Your email address will not be published.