ବୁଗୁଡା: ବିଶୋଧନ ହେଲା ବୁଗୁଡା ବିଜ୍ଞାପିତ ଅଚଂଳ ପରିଷଦ । କରୋନା ମୁକାବିଲା ପାଇଁ ପୁରା ବୁଗୁଡା ଅଂଚଳକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍ଏଏସିର ଏକ ଟିମ୍ ପୁରା ଅଂଚଳରେ ରାସାୟନିକ ପାଣି ସ୍ପ୍ରେ କରିଛି ।
ରାସ୍ତା ଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ସାନିଟାଇଜ କରାଯାଇଛି । ଏହି ସାନିଟାଇଜ କାମ ଶୁକ୍ରବାର ଆରମ୍ଭ ହୋଇଥିବା ନେଇ ଏନଏସି ଇଓ ରଶ୍ମିରଞ୍ଜନ ଦାଶ କହିଛନ୍ତି ।
BREAKING NEWS
- ଲୋକସଭାରେ ଅମିତ ଶାହ ଓ ଅଖିଳେଶ ଯାଦବଙ୍କ ମଜାଳିଆ ଯୁକ୍ତିତର୍କ
- ଲାଲୁଙ୍କର କେଉଁ ଇଚ୍ଛା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ଗୃହରେ କହିଲେ ଅମିତ ଶାହ
- ମୁସଲମାନଙ୍କ ସୁରକ୍ଷାକୁ ନେଇ ଲୋକସଭାରେ ଗର୍ଜିଲେ ପୁରୀ ସାଂସଦ
- ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ
- ଜଙ୍ଗଲ ନିଆଁ ରୋକିବ ଭର୍ମି କମ୍ପୋଷ୍ଟ ୟୁନିଟ !
- ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ
- ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀକୁ ଧରିଲା ଭିଜିଲାନ୍ସ
- ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା
- ଭାଇଜାନଙ୍କ ହାତରୁ ଖସୁଛି ଷ୍ଟାରଡମ
- ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ: ସିଏଜି ରିପୋର୍ଟ
Comments are closed.