ସୁନ୍ଦରଗଡ: ସୁନ୍ଦରଗଡରୁ ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାର ବିଶ୍ର ସଦର ମାର୍କେଟ ଅଚଂଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପୁରା ୪୮ ଘଂଟା ପାଇଁ ସିଲ୍ କରାଯାଇଛି । ଏଥିସହ ସମ୍ପୃକ୍ତ ଅଚଂଳରେ ସାନିଟାଇଜ କରାଯାଉଛି । ପୁରା ଅଚଂଳରେ ପ୍ରାୟ ୧୫୦୦ ଘର ରହିଛି । ଏହି ସବୁ ଘର ଓ ରାସ୍ତାଘାଟକୁ ବିଶୋଧନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅଚଂଳରେ ରହୁଥିବା ସମସ୍ତ ଲୋକଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେପଟେ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜା ଚାଲିଛି । ଯେପରି ସମ୍ପୃକ୍ତ ଅଚଂଳରେ ସଂକ୍ରମଣ ନବ୍ୟାପିବ ସେଥିପାଇଁ ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ବାହାର ଲୋକଙ୍କୁ ମଧ୍ୟ ଏହି ଅଂଚଳ ଭିତରକୁ ପ୍ରବେଶ ବାରଣ କରାଯାଇଛି । ଘରକୁ ଘର ସର୍ଭେ କରାଯାଇ କରୋନା ସନ୍ଦିଗ୍ଧଙ୍କୁ କଂଟାକ୍ଟ ଟ୍ରେସିଂ କରାଯିବ ।
BREAKING NEWS
- LPG reserves: ତେଲ କମ୍ପାନୀମାନଙ୍କୁ ସଜାଗ କଲେ ସରକାର, ‘୩୦ ଦିନ ପର୍ଯ୍ୟନ୍ତ ଷ୍ଟକରେ ରଖ LPG…’
- Heartbroken Vaibhav Sooryavanshi: ଭୋ ଭୋ କାନ୍ଦିଲେ ବୈଭବ, ସହିପାରିଲେନି ହାର
- ବୈଭବ ସୂର୍ଯ୍ୟବଂଶୀଙ୍କ ଖୁବ୍ ପ୍ରଶଂସା କଲେ ଅମିତାଭ ବଚ୍ଚନ, କହିଲେ…
- ଅପରେସନ ସିନ୍ଦୂର ଦେଖାଇଥିଲା ଭାରତ ସହ ଲାଗିଲେ କଣ ହୁଏ: ଆର୍ମି ଚିଫ୍
- US War Secretary praised India’s military: ଶକ୍ତିଶାଳୀ ହେଉଛି ଭାରତୀୟ ସେନା, ପ୍ରଶଂସାରେ ପୋତିଲେ ଆମେରିକାର ପ୍ରତିରକ୍ଷା ସଚିବ
- Karnataka CLP meeting: ୪ ଉପମୁଖ୍ୟମନ୍ତ୍ରୀ ନେଇ ରାଜି ନାହାନ୍ତି ଶିବକୁମାର! ଆଜି ହୋଇପାରେ ବଡ ନିଷ୍ପତ୍ତି…
- କାରକୁ ୫୦୦ ମିଟର ଯାଏଁ ଘୋଷାଡି ନେଲା ହାଇୱା, ଅଳ୍ପକେ ବର୍ତ୍ତିଲେ
- ଝାରସୁଗୁଡାରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଜୟ ଚୌହାନ ଆହତ
- ଆଜିଠୁ ଓଡ଼ିଶାରେ ଏସ୍ଆଇଆର୍, ଜୁନ୍ ୨୮…
- ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ
Comments are closed.