Latest Odisha News

BREAKING NEWS

ମହାରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ରଙ୍କ ଦାୟିତ୍ୱହୀନତା ଯୋଗୁ ୧୬ ଲୋକଙ୍କୁ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ୱାଡ କରୋନା ପଜିଟିଭ ଥିବା ଜଣାପଡିବା ପରେ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ତାଙ୍କର ଦାୟିତ୍ୱହୀନତା ଯୋଗୁ ୧୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯିବା ପରେ ସେ ନିଜକୁ କ୍ୱାରେଂଟାଇନରେ ରଖିଥିଲେ । ରିପୋର୍ଟ ମୁତାବକ ୫ ପୋଲିସ କର୍ମୀ ଏବଂ ଘର କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ସଂକ୍ରମଣର ଶୀକାର ହୋଇଛନ୍ତି ।

ସେମାନଙ୍କୁ ମଧ୍ୟ କ୍ୱାରେଂଟାଇନରେ ରଖାଯାଇଛି । ତାଙ୍କ ରିପୋର୍ଟ ଆସି ନ ଥିବା ବେଳେ ସେ ଅନେକ ବ୍ୟକ୍ତିଙ୍କୁ ଖାଦ୍ୟ ପଦାର୍ଥ ନିଜ ହାତରେ ବାଂଟିଥିଲେ ।

Comments are closed.