Latest Odisha News

BREAKING NEWS

କୋଭିଡ୍ ମୁକାବିଲା: ୨୭୪ଟି ବିମାନ ଯୋଗେ ହେଲା ଦେଶବ୍ୟାପୀ ଔଷଧ ପରିବହନ


ନୂଆଦିଲ୍ଲୀ:ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ର ମୁକାବିଲା ପାଇଁ ଜୀବନରେଖା ଉଡାଣ ଅଧିନରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଦେଶର ବିଭିନ୍ନ ଅଗମ୍ୟ ଅଞ୍ଚଳକୁ ପଠାଯାଉଛି ।

 

S No Date Air India Alliance IAF Indigo SpiceJet Total
1 26.3.2020 2 – – – 2 4
2 27.3.2020 4 9 1 – – 14
3 28.3.2020 4 8 – 6 – 18
4 29.3.2020 4 9 6 – – 19
5 30.3.2020 4 – 3 – – 7
6 31.3.2020 9 2 1 – – 12
7 01.4.2020 3 3 4 – – 10
8 02.4.2020 4 5 3 – – 12
9 03.4.2020 8 – 2 – – 10
10 04.4.2020 4 3 2 – – 9
11 05.4.2020 – – 16 – – 16
12 06.4.2020 3 4 13 – – 20
13 07.4.2020 4 2 3 – – 9
14 08.4.2020 3 – 3 – – 6
15 09.4.2020 4 8 1 – – 13
16 10.4.2020 2 4 2 – – 8
17 11.4.2020 5 4 18 – – 27
18 12.4.2020 2 2 – – – 4
19 13.4.2020 3 3 3 – – 9
20 14.4.2020 4 5 4 – – 13
21 15.4.2020 2 5 – – – 7
22 16.4.2020 9 – 6 – – 15
23 17.4.2020 4 8 – – – 12
  Total 91 84 91 6 2 274

ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର,  ଭାରତୀୟ ବାୟୁସେନା  ଓ କେତେକ ଘରୋଇ ବିମାନ ସେବା କମ୍ପାନୀ ଦ୍ୱାରା ୨୭୪ଟି ବିମାନ ସାମଗ୍ରୀ ଗୁଡିକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇଛନ୍ତି ।

ଏହି ବିମାନଗୁଡିକ ମଧ୍ୟରୁ କେବଳ ଏୟାରଇଣ୍ଡିଆ ଓ ଆଲିଆନ୍ସ ଏୟାର ପକ୍ଷରୁ ୧୭୫ଟି ବିମାନ ମାଲପରିବହନ କରିଛନ୍ତି । ଏ ପର୍ଯ୍ୟନ୍ତ ୪୬୩.୧୫ ଟନ ମାଲ ପରିବହନ କରିଛନ୍ତି ।

Comments are closed.