Latest Odisha News

BREAKING NEWS

Browsing Tag

air india

ଖଲିସ୍ତାନୀ ଆତଙ୍କାବାଦୀଙ୍କ ଧମକ, ନଭେମ୍ବର ୧ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କରନି

ନୂଆଦିଲ୍ଲୀ: ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛି ଖଲିସ୍ତାନୀ ଆତଙ୍କାବାଦୀ। ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଶିଖ୍ ଫର ଜଷ୍ଟିସ (ଏସଏଫଜ)ର ପ୍ରତିଷ୍ଠାତା ଦାବି କରିଛନ୍ତି…

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, କାନାଡାରେ ଅବତରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନରେ ବୋମା ବିସ୍ଫୋରଣ ଗୁଜବ ପରେ ବିମାନକୁ କାନାଡାରେ ଲ୍ୟାଣ୍ଡିଂ କରିଥିଲା। ବିମାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ ରେ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉଥିବା ବିମାନ AI-127କୁ କାନାଡାର…

ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା; ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା। ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ବର୍ଷର ପୁଅ ସହିତ ଯାତ୍ରା କରୁଥିଲେ ଜଣେ ମହିଳା। ବିମାନ ପକ୍ଷରୁ ଦିଆଯାଇଥିବା ଓମଲେଟରେ ଅସରପା ମିଳିଥିବା ସେ ଅଭିଯୋଗ କରିଛନ୍ତି। ଯାତ୍ରୀ ସୁୟେଶା ସାଭନ୍ତ ଓମଲେଟରେ ଅସରପା ଥିବା…

ଏୟାର ଇଣ୍ଡିଆରେ ଖୁବଶୀଘ୍ର ମିଳିବ ୱାଇ-ଫାଇ ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଖୁବଶୀଘ୍ର ମିଳିବ ୱାଇ-ଫାଇ ସୁବିଧା। ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ A350 ବିମାନରୁ ଶୁଭାରମ୍ଭ ହେବ ୱାଇ-ଫାଇ ସୁବିଧା। A350 ବିମାନରେ ବ୍ୟବସାୟ ଶ୍ରେଣୀରେ ଫୁଲ୍ ଫ୍ଲାଟ ବେଡ୍ ସହ ୨୮ ପ୍ରାଇଭେଟ୍ ସୁଇଟ୍, ପ୍ରିମିୟମ୍ ଇକୋନୋମିରେ ୨୪ ସିଟ୍…

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ପହଞ୍ଚିଲେ ୨୫,୦୦୦ ଆଶାୟୀ

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ୨୫,୦୦୦ ଆଶାୟୀ ମୁମ୍ବାଇ: ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଲୋଡର୍ ଚାକିରି ପାଇଁ ହଜାର ହଜାର ଆଶାୟୀ ପହଞ୍ଚିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ। ଭିଡକୁ ଦେଖିଲେ…

ମଝି ଆକାଶରେ ଧକ୍କା ହୋଇଥାନ୍ତେ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ !

ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ…

ମୁଁ ନୁହେଁ, ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଛନ୍ତି-କୋର୍ଟରେ ଶଙ୍କର ମିଶ୍ରଙ୍କ ବୟାନ

ନୂଆଦିଲ୍ଲୀ:  ବିମାନରେ ମହିଳା ଯାତ୍ରୀଙ୍କ ଉପରକୁ ପରିସ୍ରା କରି ଗିରଫ ହାେଇଥିବା ଅଭିଯୁକ୍ତ ଶଙ୍କର ମିଶ୍ର ଆଜି କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ବିମାନରେ ମହିଳାଙ୍କୁ ସେ କିଛି ଅସମ୍ମାନ କରିନାହାନ୍ତି । ବରଂ…

ଏୟାର ଇଣ୍ଡିଆ ବିମାନରୁ ମିଳିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ସାପ । ବିମାନଟି କେରଳରୁ ଦୁବାଇ ଅଭିମୁଖେ ଯାଉଥିଲା । ତେବେ ସାପଟି କାର୍ଗୋ ହୋଲ୍ଡ ଭିତରେ ଥିଲା । ବି ୭୩୭-୮୦୦ ଏୟାରକ୍ରାଫ୍ଟ କାଲିକଟରୁ ଦୁବାଇ ପହଞ୍ଚିବା ପରେ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଡିଜିସିଏ ଏହି ଘଟଣାରେ ତଦନ୍ତ…

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ । ସେହିଭଳି…

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…