ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏହା ଫଳରେ ସରକାରଙ୍କ କରୋନା ମୁକାବିଲା ଯୋଜନା କାର୍ଯ୍ୟକାରୀ ହୋଇପାରିବ । ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ତେବେ ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି ଏବଂ ସେମାନଙ୍କର ଯତ୍ନ ଆମେ ନେଉଛୁ । ସେହିଭଳି ଅନ୍ୟରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଭଭାଇ ଭଉଣୀ ରହି ଯାଇଛନ୍ତି ସେମାନଙ୍କ ଅବସ୍ଥା ମୋତେ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ଯତ୍ନ ନେଇ ଆମ୍ଭେ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରତିଦିନ ଆଲୋଚନା କରୁଛୁ । କଟକଣା ଉଠିବା ପରେ ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବୁ ବୋଲି ନବୀନ କହିଛନ୍ତି ।
BREAKING NEWS
- ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା
- ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର
- ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ
- ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ
- ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ
- ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ
- ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ
- ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ
- ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ
- ତିହାର ଜେଲ୍କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି